ଆଗ ଚକ ଖୋଲିଯିବାରୁ ବୋଲେରୋ ଦୁର୍ଘଟଣାଗ୍ରସ୍ତ
ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ପୋଲ ନିକଟରେ ଗାଡିର ଚକ ଖୋଲିଯିବାରୁ ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡି-୦୨ଏଜି୮୬୧୦ ନମ୍ବର ବିଶିଷ୍ଟ ଏକ ବଲେରୋ ଗାଡି ସୋନପୁରରୁ ଟିକାବାଲି ଅଭିମୁଖେ ଯାଉଥିବାବେଳେ ବୌଦ୍ଧଥାନା!-->…
Read More...
Read More...