ପେଟ୍ରୋଲ ଦର ବୃଦ୍ଧି ଯଥାର୍ଥ : ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଆବଶ୍ୟକତା ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଆଜିଠାରୁ ବୃଦ୍ଧି କରିଥିବା ଭାଟ୍‌କୁ ଯଥାର୍ଥ ବୋଲି କହିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଯେ, କେନ୍ଦ୍ର ସରକାର ଏକ୍ସସାଇଜ ଡିଉଟିରେ ବୃଦ୍ଧି ପରେ ରାଜ୍ୟ ସରକାର ଭାଟ ବୃଦ୍ଧି
Read More...

ଆସନ୍ତାକାଲିଠାରୁ ଖୋଲିବ ମଦ ଦୋକାନ !

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଲକଡାଉନ ୪.୦ ନୂଆ ରୂପରେ ମଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଆସନ୍ତାକାଲିଠାରୁ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ଆପାତତଃ ନିଷ୍ପତ୍ତି ନେଇଛନ୍ତି । ଏହି କାରଣରୁ ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ବଟଲିଂ ପ୍ଲାଣ୍ଟ ସହ ବ୍ରେଞ୍ଜରି
Read More...

ଅତି ଭୟଙ୍କର ହେଉଛି ଅମ୍ଫନ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଅମ୍ଫନ ଅତି ଭୟଙ୍କର ହେଉଛି । ଗତ ୬ ଘଣ୍ଟା ମଧ୍ୟରେ ୬ କି.ମି. ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅତିଭୟଙ୍କର ହେଉଛି । ଆଜି ଅପରାହ୍ନ ସାଢେ ୫ଟା ସୁଦ୍ଧା ଏହା
Read More...

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ : କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫ ନୁହେଁ ୪ ବୋଲି ରବିବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆ ଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜିର ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇନାହିଁ । କୋଭିଡ ଟେଷ୍ଟରୁ ଜଣେ ମୃତକଙ୍କ ନମୂନା ନେଗେଟିଭ
Read More...

କୋଭିଡ଼ ଯୋଦ୍ଧାଙ୍କୁ ସମ୍ମାନୀତ କଲେ ଜିଲ୍ଲା ବିଜେଡି ମହିଳା କାର୍ଯ୍ୟକାରୀରିଣୀ ସଭାପତି

ପାରଳାଖେମୁଣ୍ଡିର ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡାକ୍ଟର,ଷ୍ଟାଫନର୍ସ, ନର୍ସ ସ୍ୱାସ୍ଥ୍ୟକର୍ମୀ,ସଫେଇ, ସିକ୍ୟୁରିଟି ଗାର୍ଡ ଓ ଡାକ୍ତରଖାନାର ସମସ୍ତ କର୍ମଚାରୀମାନଙ୍କୁ ଜିଲ୍ଲା ବିଜେଡି ମହିଳା କାର୍ଯ୍ୟକାରିଣୀ ସଭାପତିଙ୍କ ତରଫରୁ ସଂମ୍ମାନୀତ କରାଯାଇଛି। ବର୍ତ୍ତମାନ ଗଜପତି ଜିଲ୍ଲା
Read More...

ସନ୍ଥକବିଙ୍କ ଚରିତ୍ର ସଂହାର ବିରୁଦ୍ଧରେ ଥାନାରେ ମାମଲା ରୁଜୁ

ସମ୍ବଲପୁର: ଲେଖନୀ ସ୍ୱତନ୍ତ୍ରତା ଆଳରେ ସନ୍ଥକବି ଭୀମଭୋଇଙ୍କ ଚରିତ୍ର ସଂହାର ଅଭିଯୋଗ ସାମନାକୁ ଆସିଛି । ଏହି ସନ୍ଦର୍ଭରେ ରେଢାଖୋଲ ଥାନାରେ ମାମଲା ଦାଏର ପାଇଁ ଆବେଦନ କରାଯାଇଛି । ଏଥିରେ କୁହାଯାଇଛି ଯେ ସନ୍ଥକବି ଭୀମ ଭୋଇ ହେଉଛନ୍ତି ଓଡିଶାର ଗର୍ବ ଓ ଗୌରବ । ଏକ ଗରିବ ପରିବାରରେ ଜନ୍ମ
Read More...

ରକ୍ତଦେଇ ୪ ବର୍ଷ ବୟସର ଥାଲାସେମିଆଁ ରୋଗୀର ଜୀବନ ବଞ୍ଚାଇଲେ ପୁଲିସ ଯବାନ

ଫୁଲବାଣୀ:କନ୍ଧମାଳ ପୁଲିସ୍ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ରୋନିତ୍ କୁମାର ବେହେରା ଜଣେ ୪ ବର୍ଷର (ଥାଲାସେମିଆଁ ରୋଗୀ) ଶିଶୁକୁ ରକ୍ତଦେଇ ଜୀବନ ବଂଚାଇଛନ୍ତି । କନେଷ୍ଟବଳ ଶ୍ରୀ ବେହେରା ଫୁଲବାଣୀ କୋଭିଡ଼୍ ହସପିଟାଲ୍‌ରେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ତେବେ ଏହି ସମୟରେ ନିକଟରେ ଥିବା
Read More...

ସରୁନାହିଁ ଦାଦନଙ୍କ ଦୁଃଖ ଫେରିବାର ବାଟକୁ ଚାହିଁରହିଛନ୍ତି ପରିବାର

ବୌଦ୍ଧ:- ଲକ୍‌ଡାଉନ ଲୋକଙ୍କ ରୋଜଗାର ଛଡାଇ ନେଇଥିବାବେଳେ ବିଶେଷକରି ଅନେକ ଯାତନା ଦେଉଛି ପ୍ରବାସୀ ଶ୍ରମିକ ମାନଙ୍କୁ । ବୌଦ୍ଧଜିଲ୍ଲା ଦପଲା ଗ୍ରାମପଞ୍ଚାୟତର ୧୭ଜଣ ଶ୍ରମିକ କାମ କରିବାପାଇଁ ଯାଇଥିଲେ ତାମିଲନାଡୁ ରାଜ୍ୟ କୋଏମ୍ବାଟୁର ଜିଲ୍ଲା ଅନ୍ତର୍ଗତ ସୁଲୁର ଥାନାର କାର୍ଣ୍ଣାପାଲୟମ
Read More...

ସମ୍ବଲପୁର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

ସମ୍ବଲପୁର : ଲକଡାଉନ ତୃତୀୟ ପର୍ଯ୍ୟାୟର ଶେଷଦିନରେ ଆଜି ସମ୍ବଲପୁର ଜିଲ୍ଲାର ପ୍ରଥମ କରୋନା ପଜିଟିଭ ମାମଲା ଘୋଷଣା କରାଯାଇଛି । ରୋଗୀ ଜଣକ ଏଠାକାର ରେଢାଖୋଲ ଉପଖଣ୍ଡ ରେ ସଞ୍ଚାଳିତ ଏକ କ୍ବାରେଣ୍ଟାଇନ କେନ୍ଦ୍ର ରେ ଚିହ୍ନଟ କରାଯାଇଛି । ସେ ଜଣେ ୧୮ ବର୍ଷୀୟ ଯୁବକ ଓ ବାହାର ରାଜ୍ୟ ରୁ ଆସିଲା
Read More...