ଘର ତିଆରି ପ୍ରୋତ୍ସାହନ ରାଶି ପାଇଁ ବିଡିଓଙ୍କ ଦ୍ୱାରସ୍ଥ

ବୌଦ୍ଧ,୧୭/୫(ହୀ.ପ୍ର)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନେ ନିର୍ଦ୍ଧାରିତ ସମୟରେ ଗୃହ ନିର୍ମାଣ କାର୍ଯ୍ୟ ସାରିଲେ ସରକାର ସେମାନଙ୍କୁ ୨୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ମାତ୍ର କଣ୍ଟାମାଳ ବ୍ଲକରେ ନିର୍ଦ୍ଧାରିତ ସମୟରେ କାମ ସାରି ମଧ୍ୟ
Read More...

ସମ୍ଭ।ଵ୍ୟ ସାମୁଦ୍ରିକ ଝଡ଼ବାତ୍ୟା ମୁକାବିଲା ନିମନ୍ତେ ଗଜପତି ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ବୈଠକ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ରେ କେନ୍ଦ୍ରୀଭୁତ ହୋଇଥିବା ଲଘୁଚାପ ଆଗାମୀ ଦିନରେ ହେବାକୁଥିବା ସମ୍ଭାବ୍ୟ ଝଡ଼ ବାତ୍ୟା ଓ ପ୍ରବଳ ବର୍ଷା କୁ ଆଖି ଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସଜାଗ ରହିବା ଓ ଆବଶ୍ୟକ ମୁକାବିଲା କରିବା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପୂର୍ବ
Read More...

ସ୍ୱତନ୍ତ୍ର ଗାଡିରେ ଗଲେ ଜଣେ ପ୍ରବାସୀ ଶ୍ରମିକ : ପ୍ରଶାସନ ଖର୍ଚ୍ଚକଲା ୭୫୦୦ଟଙ୍କା

ବୌଦ୍ଧ: ବିଭିନ୍ନ ରାଜ୍ୟରେ ଫସିରହିଥିବା ଶ୍ରମିକମାନଙ୍କ ଘରବାହୁଡା ଚାଲିଛି । କିଏ ପାଦରେ ଚାଲିଚାଲି ତ କିଏ ସାଇକେଲ କି ମାଲବାହୀ ଗାଡିରେ ବିପଦପୂର୍ଣ୍ଣ ଭାବେ ସବାର ହୋଇ ଘରକୁ ଫେରୁଥିବାର ଦୟନୀୟ ଦୃଶ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳୁଛି । ହେଲେ ଜଣେ ପ୍ରବାସୀ ଶ୍ରମିକ ନିଜ ଗାଁକୁ ଯିବାପାଇଁ
Read More...

ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ନୂଆ ୯୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁତୁହୁତୁ ବଢିଥିବା ବେଳେ ଆଜି ପୁଣି ଦୁଇଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ଉଭୟ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଉଭୟଙ୍କ ବୟସ ୩୮ ଓ ୪୫ ବର୍ଷ ବୟସର ପୁରୁଷ ସୁରତ ଫେରନ୍ତା ହୋଇଥିବା ସୂଚନା ମିଳିଛି ।
Read More...

ସରପଞ୍ଚଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ ଆଜି ଆଉ ଏକ ଦୁଃଖଦ ଖବର ଆସିଛି । ଆଜି ଚିହ୍ନଟ ହୋଇଥିବା ୯୧ ପଜିଟିଭଙ୍କ ମଧ୍ୟରୁ ଜଣେ ସରପଞ୍ଚ ଥିବା ଜଣାପଡିଛି । ରାଜ୍ୟ ସରକାର ସରପଞ୍ଚମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ତାଙ୍କୁ
Read More...

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନ କର୍ମଚାରୀଙ୍କ ପରିବାର ପକ୍ଷରୁ ରାଜ୍ୟକୁ ୪୪ଟି ଭେଂଟିଲେଟର ପ୍ରଦାନ

ଭୁବନେଶ୍ୱର,:ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଫାଉଣ୍ଡେସନର କର୍ମଚାରୀମାନଙ୍କ ପରିବାର ରାଜ୍ୟର କୋଭିଡ ମୁକାବିଲାରେ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । କର୍ମଚାରୀମାନେ ସେମାନଙ୍କ ପରିବାର ପକ୍ଷରୁ ସଂଗୃହୀତ ଅର୍ଥ ତଥା ଏସବିଆଇ ଫାଉଣ୍ଡେସନ ପାଣ୍ଠିରୁ ମିଳିତ ଭାବରେ ରାଜ୍ୟ ସରକାରଙ୍କୁ କୋଭିଡ
Read More...

ବାତ୍ୟା ଅମ୍ଫାନ ନେଇ ଆତଙ୍କିତ ହୁଅନ୍ତୁ ନାହିଁ, ସରକାରଙ୍କ ସହ ସହଯୋଗ କରନ୍ତୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ଅମ୍ଫାନର ମୁକାବିଲା ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରଭାବିତ ହେବାକୁ ଥିବା ୧୨ଟି
Read More...

ଚୀନ୍‌କୁ ଟପିଗଲା ଭାରତ

ନୂଆଦିଲ୍ଲୀ : କରୋନା ସଂକ୍ରମଣରେ ଏବେ ଭାରତର ସ୍ଥିତି ଚୀନ୍‌ଠାରୁ ଆହୁରି ଭୟାବହ ହୋଇଉଠିଛି । ସଂକ୍ରମିତ ସଂଖ୍ୟାରେ ଏହା କରୋନା ସୃଷ୍ଟିକାରୀ ଚୀନ୍ ଦେଶକୁ ଅତିକ୍ରମ କରିଛି । ବର୍ତ୍ତମାନ ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ୨୮୦୦
Read More...

୨୦ରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା “ଅମ୍ଫାନ୍‌’

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇସାରିଛି । ଆଜି ସଂଧ୍ୟା ସୁଦ୍ଧା ଏହା ସାମୁଦ୍ରିକ ଝଡରେ ପରିଣତ ହେବ । ଏହାପରେ ଏହାର ଗତି ଓଡିଶା ଉପକୂଳ ନେଇ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
Read More...

ବଲରେ ଝାଳ-ଲାଳ ବ୍ୟବହାର ନିଷିଦ୍ଧ ହେଉ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣର ଭୟାବହତା କାରଣରୁ ସାରା ବିଶ୍ୱରେ ବର୍ତ୍ତମାନ ସମସ୍ତ ପ୍ରକାର କ୍ରୀଡ଼ା କାର୍ଯ୍ୟକ୍ରମ ବନ୍ଦ ରହିଛି । ତେବେ ଲକ୍‌ଡାଉନ୍ ପରବର୍ତ୍ତୀ ସମୟରେ ଯେଉଁ ଖେଳ ହେବ ସେତେବେଳେ କେତେକ ସତର୍କତା ଅବଲମ୍ବନ ପାଇଁ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ବିଶେଷ କରି
Read More...