୩ ଲକ୍ଷ ୫୦ ହଜାର ଟଙ୍କାରେ ପାଞ୍ଚୋଟି ବସ୍ ଭଡ଼ା : ଅଧାବାଟରେ ପ୍ରବାସୀଙ୍କୁ ଓହ୍ଲାଇ ଚାଲିଗଲା ବସ୍

ବାଲିଗୁଡ଼ା: ପୁଣି ସାମ୍ନାକୁ ଆସିଲା ପ୍ରବାସୀ ଓଡ଼ିଆଙ୍କ ଦୁଃଖ । ୩ଲକ୍ଷ ୫୦ ହଜାର ଟଙ୍କା ରେ ପାଞ୍ଚୋଟି ବସ୍ ଭଡ଼ା କରି ତାମିଲନାଡ଼ୁରୁ ୫୦ଜଣ ପ୍ରବାସୀ ଓଡ଼ିଆ ନିଜ ଭିଟାମାଟି କଳାହାଣ୍ଡି ଜିଲ୍ଲା M.ରାମପୁର ଅଭିମୁଖେ ବାହାରିଥିଲେ । ହେଲେ ଗାଁ ପହଁଚିବା ପୂର୍ବରୁ ଅଧାବାଟରେ ବସ୍ ରୁ
Read More...

ଗଜପତି ସ୍ଥିତି ଅନୁଧ୍ୟାନ କଲେ 5 ଟି ସଚିବ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଷ୍ଟାଡିୟମରେ ଶୁକ୍ରବାର 10.30 ରାଜ୍ୟ 5ଟି ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ ଓ ସ୍ୱତନ୍ତ୍ର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ରାୟଗଡାରୁ ହେଲିକପ୍ଟରରେ ଆସି ଗଜପତି ଷ୍ଟାଡିୟମ ଠାରେ ପହଞ୍ଚି ଥିଲେ।ସେଠାରେ ଅପେକ୍ଷା
Read More...

କାରରୁ ଗଞ୍ଜେଇ ଜବତ, 2 ଗିରଫ

ଲକଡାଉନର ସୁଯୋଗ ନେଇ ଗଞ୍ଜେଇ ମାଫିଆ ସକ୍ରିୟ ହୋଇ ଉଠିଛନ୍ତି । ସୁବର୍ଣ୍ଣପୁର ଅବକାରୀ ବିଭାଗ ତରଫରୁ ଆଜି ବିଶେଷ ସୂତ୍ରରୁ ଖବର କଞ୍ଜଛକ ପାଇ ଗାଡି ଯାଞ୍ଚ କରୁଥିଲେ । ଯାଞ୍ଚ କଲା ସମୟରେ ଏକ ମାରୁତି 800 ଗାଡି ନମ୍ବର 05x _2565 ସନ୍ଧେହ ରେ ଗାଡି କୁ ଯାଞ୍ଚ କରିବା ସମୟରେ ଗାଡିରୁ
Read More...

ସରୁନାହିଁ ଦାଦନଙ୍କ ଦୁଃଖ, କର୍ଣ୍ଣାଟକରେ ଫସିଛନ୍ତି ୭ ଶ୍ରମିକ

ବୌଦ୍ଧ: କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁର ଗ୍ରାମାଞ୍ଚଳ ଜିଲ୍ଲାକୁ କାମ କରିବାକୁ ଯାଇ ବୌଦ୍ଧଜିଲ୍ଲା ଓ ନୂଆପଡା ଜିଲ୍ଲାର ୭ଜଣ ଶ୍ରମିକ ଅଟକି ରହିଥିବା ସୂଚନା ମିଳିଛି । ବେଙ୍ଗାଲୁର ଗ୍ରାମାଞ୍ଚଳ ଜିଲ୍ଲା ଅନ୍ତର୍ଗତ ହୋସାକୋଟ ବ୍ଲକ ଥିରୁମାଲାଶ୍ରୀତିହାଲି ଗ୍ରାମରେ ଥିବା ମହିନ୍ଦ୍ରା ଲଜିଷ୍ଟିକ
Read More...

ତାମିଲନାଡୁରୁ ଫେରିଲେ ୨୨ ଶ୍ରମିକ

ବୌଦ୍ଧ : ଆଜି ଭୋର ୫ଟା ବେଳେ ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳର ତାମିଲନାଡୁ ଫେରନ୍ତା ୨୨ଜଣ ଶ୍ରମିକ ଜିଲ୍ଲାକୁ ଫେରିଥିବା ଜଣାପଡିଛି । ତାମିଲନାଡୁରୁ ସେମାନେ ଟ୍ରେନ ଯୋଗେ ଆସି ଏକ ବସ୍‌ରେ ବୌଦ୍ଧ ବସଷ୍ଟାଣ୍ଡ ଯାଏଁ ଆସିଥିଲେ । ତାଙ୍କ ସହିତ ବରଗଡ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାର
Read More...

ରାଜ୍ୟରେ ସଂକ୍ରମିତ ସଂଖ୍ୟା ୭୦୦ ପାର୍‌, ୬୫ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୬୫ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୬୫ଜଣଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ସର୍ବାଧିକ ୩୧ଥିବା ବେଳେ ଗଞ୍ଜାମରୁ ୧୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୩,
Read More...

ସୁଙ୍ଗୁଡା ସରପଞ୍ଚ ଅଧ୍ୟାଦେଶ ପ୍ରତ୍ୟାହାର କଲେ

ଚଣ୍ଡିଖୋଲ,: ବଡଚଣା ବ୍ଲକ ଅନ୍ତର୍ଗତ ସୁଙ୍ଗୁଡା ପଞ୍ଚାୟତକୁ ସଟଡାଉନ ଘୋଷଣାକୁ ସରପଞ୍ଚ ଚାଚାଲିନ୍ ସ୍ୱାଇଁ ପ୍ରତ୍ୟାହାର କରିନେଇଛନ୍ତି । ସୁଙ୍ଗୁଡା ସରପଞ୍ଚଙ୍କର ଏହି ଘୋଷଣାକୁ ନେଇ ବଡଚଣା ବିଡିଓ ଗତକାଲି ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । କୋଭିଡ-୧୯ ଆଇନ ଉଲ୍ଲଂଘନ
Read More...

ଆଜ୍ଞାମାଳ ଆସିଲା, ଚକରେ ଲାଗିଲା ଅଖ

ପୁରୀ : ଆଜି ପବିତ୍ର ଭଉଁରୀ । ଏହି ଦିବସରେ ପ୍ରଥା ଅନୁଯାୟୀ ତିନି ରଥର ଚକ ଡେରା ଅନୁକୂଳ ହୋଇଥାଏ । ତଦନୁସାରେ ଆଜି ତିନି ରଥଙ୍କର ଚକ ଡେରା ସଂପନ୍ନ ହୋଇଛି । ଆଜ୍ଞାମାଳ ଆସିବା ପରେ ଏହି ନୀତି ଆରମ୍ଭ ହୋଇଥିଲା । ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ଦୁଇଟି ଲେଖାଏଁ ଏହିପରି ମୋଟ ୬ଟି ଚକ,
Read More...

ଦଇତାପତି ସେବକଙ୍କ ପାଇଁ କରୋନା ସଚେତନତା କାର୍ଯ୍ୟକ୍ରମ

ପୁରୀ : କରୋନା ସଂକ୍ରମଣରୁ ନିଜକୁ କିପରି ରକ୍ଷା କରିବ ସେ ନେଇ । ଦଇତାପତି ସେବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏ ନେଇ
Read More...

ଆଉ ୮ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର : କରୋନା ପାଇଁ ଓଡିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରତିଦିନ ପୁଳାପୁଳା କରୋନା ପଜିଟିଭ ମିଳୁଥିବାରୁ ଏବଂ ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା କବଳରେ କବଳିତ ହେଉଥିବାରୁ ଏହି ଭୟ ରାଜ୍ୟବାସୀଙ୍କୁ ମନରୁ ଛାଡି ନାହିଁ । ଏଭଳି ସ୍ଥିତିରେ ରାଜ୍ୟରେ କରୋନା ଆକ୍ରାନ୍ତ
Read More...