ସୁବର୍ଣ୍ଣପୁରର ଶୀତଳଷଷ୍ଠୀ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ
ସୋନପୁର : ଗତକାଲି ଶୀତଳଷଷ୍ଠୀ ଅବସରରେ ବିଳମ୍ବିତ ରାତିରେ ସୁବର୍ଣପୁର ର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର ଓ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଯାଇଛି। ଲକଡାଉନ୍ ପ୍ରକ୍ରିୟା ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ରେ ସାମାଜିକ ଦୂରତା ପାଳନ ସହ ବିନା!-->…
Read More...
Read More...