ରାମଗଡ ପୋକ୍ସରେ ରବିଧାନ କିଣା ଆରମ୍ଭ
ବୌଦ୍ଧ: ଆଜି ହରଭଙ୍ଗା ବ୍ଲକ ରାମଗଡ ସେବା ସମବାୟ ସମିତିରେ ରବିଧାନ ମଣ୍ଡି ଆରମ୍ଭ କରାଯାଇଛି । ସକାଳେ ଆବଶ୍ୟକ ପୂଜାର୍ଚ୍ଚନା ପରେ ରବିଧାନ କ୍ରୟ ଆରମ୍ଭ ହୋଇଥିଲା । ଧାନ କିଣିବା ପାଇଁ ମଣ୍ଡିକୁ ରାଣୀସତୀ ରାଇସ୍ ମିଲ୍ ଓ ମାଁ ପେଡି ଇଣ୍ଡଷ୍ଟ୍ରୀର ଦୁଇଟି ଟ୍ରକ୍ ଆସିଥିଲା ।
ପ୍ରଥମ!-->!-->!-->!-->!-->…
Read More...
Read More...