କରୋନା ଯୋଦ୍ଧାଙ୍କୁ ସମ୍ମାନିତ କଲା “ଟିମ୍ ପ୍ରକାଶ ତ୍ରିପାଠୀ’
ଭୁବନେଶ୍ୱର : ଆଜି ଟିମ୍ ପ୍ରକାଶ ତ୍ରିପାଠୀ ତରଫରୁ କରୋନା ଯୁଦ୍ଧର ଅନ୍ୟତମ ସାରଥୀ, ଭିଏସଏସ୍ନଗର ବିଏମସି ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ସମସ୍ତ କର୍ମଚାରୀମାନଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥଙ୍କ ପଟଚିତ୍ର ଦେଇ ସମ୍ମାନିତ କରାଯାଇଛି ।!-->…
Read More...
Read More...