ରୋଲ ନଂ ଅନୁଯାୟୀ ପିଲା ସ୍କୁଲ ଆସିବେ
ଭୁବନେଶ୍ୱର: ଲକଡାଉନ ଉଠିବା ପରେ ରୋଲ ନଂ ଅନୁଯାୟୀ ପିଲା ସ୍କୁଲ ଆସିବେ । ଯେଉଁ ପିଲାଙ୍କ ରୋଲ ନଂ ଯୁଗ୍ମ ସେମାନେ ଯୁଗ୍ମ ତାରିଖରେ ଯେଉଁ ମାନଙ୍କର ରୋଲ ନଂ ଅଯୁଗ୍ମ ସେମାନେ ଅଯୁଗ୍ମ ତାରିଖରେ ସ୍କୁଲ ଆସିବେ ବୋଲି ଏନ୍ସିଇଆର୍ଟିର ନିର୍ଦ୍ଦେଶକ ହୃଷିକେଶ ସେନାପତି ସୂଚନା ଦେଇଛନ୍ତି । ସେ!-->…
Read More...
Read More...