ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ରର ଅଜବ ନିଷ୍ପତ୍ତି: ବିଦେଶରୁ ଆସିବେ ୧୫ ହଜାର ଭାରତୀୟ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣର ପ୍ରକୋପ ଉଗ୍ରରୂପ ନେଉଥିବା ବେଳେ କେନ୍ଦ୍ର ସରକାର ବିଦେଶରେ ଥିବା ଭାରତୀୟମାନଙ୍କୁ ଆଣିବା ଲାଗି ନିଷ୍ପତ୍ତି ନେଇଛନ୍ତି । ୬୪ଟି ବିମାନ ଯୋଗେ ବିଦେଶରୁ ୧୪,୮୦୦ ଭାରତୀୟଙ୍କୁ ଫେରାଇ ଅଣାଯିବ । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କେତେକ ମହଲରେ
Read More...

ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସଚେତନତା

ଗଜପତି ଜିଲ୍ଲାର ହେଲ୍ପ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ସଂପାଦକ ଲିଙ୍ଗରାଜ ପାଣିଗ୍ରାହୀ କୋରନାକୁ ନେଇ ଲୋକଙ୍କୁ ସଚେତନତା କରାଉଛନ୍ତି।ସାମାଜିକ ଦୂରତା ରକ୍ଷା କରିବା ମାସ୍କ ପିନ୍ଧିବା, ବାରମ୍ବାର ସାବୁନ ବା ସାନିଟାଇଜରରେ ହାତ ଧୋଇବାକୁ କହୁଛନ୍ତି।ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ୱୟଂ
Read More...

ରାଜ୍ୟରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାର ଲାଗିଛି କରୋନା ସଂକ୍ରମଣ । ରାଜ୍ୟରେ ଆଜି ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୩ରେ ପହଞ୍ଚିଛି । ଏ ନେଇ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍‌
Read More...

ସାମ୍ବାଦିକଙ୍କୁ ଅବକାରୀ ଏଏସ୍‌ଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ : ଥାନାରେ ଏତଲା

ବାଲିଗୁଡା : ଦାରିଙ୍ଗବାଡି ଥାନା ସିମନବାଡି ଅଂଚଳରେ ଆଜି ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଅବକାରୀ ଏଏସ୍‌ଆଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ନେଇ ଦାରିଙ୍ଗବାଡି ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦାରିଙ୍ଗବାଡି ଥାନାରେ
Read More...

ଦାବି ପୂରଣ ନହେଲେ ଗ୍ରୀନ୍ ଜୋନରେ ବସ ଚଳାଇବା ଅସମ୍ଭବ : ମାଲିକ ସଂଘ

ଭୁବନେଶ୍ୱର : ରାଜ୍ୟ ପରିବହନ ବିଭାଗ ଗ୍ରୀନ୍ ଜୋନରେ ବସ୍ ଚଳାଇବା ପାଇଁ ଅନୁମତି ଦେଇଥିବା ସତ୍ତ୍ୱେ ବସ୍ ମାଲିକ ସଂଘ ଚଳାଇବା ପାଇଁ ରାଜି ହେଉନାହିଁ । ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ ରୋକଠୋକ୍ କହିଛନ୍ତି ଯେ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଲକଡାଉନ ନିୟମ ଅନୁଯାୟୀ ଗାଡି ଚଳାଇବା
Read More...

ଜୁଲାଇ ୧୮ରେ ଜେଇଇ ମେନ୍

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଜେଇଇ ମେନ୍ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଥିଲେ ମଧ୍ୟ ଆସନ୍ତା ଜୁଲାଇ ୧୮ରେ ଏହି ଟେଷ୍ଟ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପଖୋରିଆ ସୂଚନା ଦେଇ କହିଛନ୍ତି ଯେ,
Read More...

ଦିଅରର କଟୁରୀ ଚୋଟରେ ଭାଉଜ ମୃତ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଖୁଣ୍ଟିଝରି ଗ୍ରାମରେ ଦିଅର କଟୁରୀ ଚୋଟରେ ଭାଉଜଙ୍କ ମୃତ୍ୟୁ ହୋଇଛି। ଅଭିଯୁକ୍ତ ଦିଅରକୁ ଗିରଫ କରି ପୋଲିସ ତଦନ୍ତ ଜାରି ରଖିଛି।ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମରେ ଆଜି ସକାଳେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ପାରିବାରିକ କଳହ ଯୋଗୁଁ
Read More...

ଆସନ୍ତାକାଲିଠାରୁ ଧାନ ସଂଗ୍ରହ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟ ସରକାର ଧାନ ସଂଗ୍ରହ ଆରମ୍ଭ କରିବେ । କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏ ନେଇ ପଦକ୍ଷେପ ନିଆଯାଇଛି । ଏହା ସହିତ ୭ ତାରିଖଠାରୁ ବିଭିନ୍ନ ଜିଲ୍ଲାରେ ମୁଗ, ବିରି ଆଦି ରବି ଫସଲ କିଣା ମଧ୍ୟ ଆରମ୍ଭ ହେବ । ବିଭାଗ ପକ୍ଷରୁ କୁହାଯାଇଛି ଯେ, କ୍ଷେତରେ
Read More...

ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଆଲୋଚନା କଲେ କରୋନା ପର୍ଯ୍ୟବେକ୍ଷକ ବିଷ୍ରୁପଦ ସେଠୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପାଇଁ କରୋନା ପର‌୍ୟ୍ୟବେକ୍ଷକ ତଥା ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏବଂ ଯୋଜନା ଓ ସମନୟ ସଚିବ ଗୋପବନ୍ଧୁ ଶତପଥୀ ଢେଙ୍କାନାଳ ଜିଲ୍ଲା ଗସ୍ତ କରି କରିଛନ୍ତି। କରୋନା ସମ୍ପର୍କରେ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ କରୋନା ହେଲଥ ସେଣ୍ଟର ଓ କ୍ବାରେଣ୍ଟାଇନ
Read More...

ଗାଇଡ୍‌ଲାଇନ୍ ଜାରି କଲେ ବୌଦ୍ଧ ଜିଲ୍ଲାପାଳ : ଚା, ପାନ, ବୁଲା ଖାଦ୍ୟବିକାଳି ଓ ମଦ ଦୋକାନକୁ ନା

ବୌଦ୍ଧ : ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟରେ କେନ୍ଦ୍ର ସରକାର କେତେକ ଦୋକାନ ଖୋଲିବା ପାଇଁ ନିୟମ କୋହଳ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବୌଦ୍ଧ ଜିଲ୍ଲାକୁ ଗ୍ରୀନ୍ ଜୋନରେ ସାମିଲ କରିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଜିଲ୍ଲାପାଳ କୋହଳ କରି ଆଜି
Read More...