ଚା’ଦୋକାନୀଙ୍କୁ ଥାନାକୁ ନେଲା ପୋଲିସ
ବୌଦ୍ଧ: ଆଜି ସକାଳ ୫ଘଣ୍ଟା ସମୟରେ ପିସିଆର ଭ୍ୟାନରେ ପେଟ୍ରୋଲିଂ କରୁଥିବାବେଳେ ବୌଦ୍ଧସହର ଗାନ୍ଧୀଛକରେ ଚା’ ଦୋକାନ ଖୋଲିଥିବା ୨ଜଣ ଦୋକାନୀଙ୍କ ଦୋକାନ ବନ୍ଦ କରି ବୌଦ୍ଧ ପୁଲିସ ଥାନାକୁ ନେଇଯାଇଥିବା ଜଣାପଡିଛି । ଚତୁର୍ଥପର୍ଯ୍ୟାୟ ଲକ୍ଡାଉନ ସମୟରେ ବୌଦ୍ଧ ସହରରେ ଭୋର୍ ସମୟରୁ କିଛି ସମୟ!-->…
Read More...
Read More...