ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ଜାଣନ୍ତୁ

ନୂଆଦିଲ୍ଲୀ : ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବାକୁ ଥିବା ଘରୋଇ ଯାତ୍ରୀ ବିମାନ ସେବା ପାଇଁ କେନ୍ଦ୍ର ସରକାର ଆଜି ଗାଇଡଲାଇନ୍ ଜାରି କରିଛନ୍ତି । ବିମାନ ଯାତ୍ରା ପାଇଁ କେଉଁ କ୍ଷେତ୍ରରେ କେତେ ଭଡ଼ା ଦେବାକୁ ପଡ଼ିବ ସେ ନେଇ ଏଥିରେ ସୂଚନା ରହିଛି । ଘରୋଇ ବିମାନ ଚଳାଚଳ ଯଦି ଠିକ୍‌ଠାକ୍ ଭାବେ
Read More...

ଅସୁରକ୍ଷିତ ସ୍ଥିତିରେ ଶ୍ରମିକଙ୍କ ଶିଶୁ ଯାଉଛନ୍ତି : କୋଳର ଶିଶୁମାନଙ୍କୁ ପ୍ଲାଷ୍ଟିକ ଓ ଥର୍ମୋକୋଲ ଡବାରେ ଶୁଆଇ…

ସମ୍ବଲପୁର: ପ୍ରବାସୀ ଓଡିଆଙ୍କ ଘରବାହୁଡା ସହିତ ଏଠାରୁ ଅନ୍ୟରାଜ୍ୟର ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟ ଜାରିରହିଛି । ବୁଧବାରଦିନ ଏପରି ୧୫ଶହ ଶ୍ରମିକଙ୍କୁ ନେଇ ଏକ ଶ୍ରମିକ ସ୍ପେଶାଲ ଟ୍ରେନ ଏଠାରୁ କାନପୁର ଅଭିମୁଖେ ଯାତ୍ରା କରିଛି । ଏଥିପାଇଁ ଆଖପାଖ ୧୦ ଜିଲ୍ଲାର ପ୍ରବାସୀ
Read More...

ବଢ଼ୁଛି ଦୈନିକ ଆକ୍ରାନ୍ତ ସଂଖ୍ୟା

ନୂଆଦିଲ୍ଲୀ : ଦେଶରେ ଦୈନିକ ବା ୨୪ ଘଣ୍ଟା ମଧ୍ୟର ସଂକ୍ରମଣ ସଂଖ୍ୟା ଏବେ ଊର୍ଦ୍ଧ୍ୱମୂଖୀ ହୋଇଛି । ପ୍ରତିଦିନ ଏହା ରେକର୍ଡ଼ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ରେକର୍ଡ଼ ୫,୬୦୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୨ ହଜାର
Read More...

ଧୋନିଙ୍କ ସପକ୍ଷରେ ଏଭଳି ମତ ଦେଲେ ମହମ୍ମଦ କୈଫ

ନୂଆଦିଲ୍ଲୀ : ଗତ କିଛି ମାସ ହେଲା ମହେନ୍ଦ୍ର ସିଂ ଧୋନିଙ୍କ ସଂପର୍କରେ କେତେକ ପୂର୍ବତନ କ୍ରିକେଟର ଓ ଖେଳୁଥିବା କ୍ରିକେଟର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇ ଆସୁଛନ୍ତି । କେତେଜଣ ତାଙ୍କର ଫିଟନେସ୍ ନେଇ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ସେ ସଂପୂର୍ଣ୍ଣ ଅବସର ନେଇଯିବା ସମୟ ଆସିଛି । ଆଉ କେତେକ
Read More...

ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର, ବିଦ୍ୟୁତ ବିଭାଗ ବେଫିକର

ବୌଦ୍ଧ: ମନମୁଣ୍ଡା ବିଦ୍ୟୁତ ଉପଖଣ୍ଡ ଅନ୍ତର୍ଗତ ଘଣ୍ଟାପଡା ସେକସନ ବରଗାଁ ଗ୍ରାମପଞ୍ଚାୟତର ମାତାକୁପା ଜଙ୍ଗଲରେ ମୁଣ୍ଡେ ଉଚ୍ଚରେ ବିଦ୍ୟୁତ ତାର ଯାଇଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ୬/୭ ଫୁଟ ଉଚ୍ଚରେ ଯାଇଥିଲେ ମଧ୍ୟ ଦୋହଲି ଯାଇଥିବା ବିଦ୍ୟୁତ ତାରକୁ ଟାଣିବାପାଇଁ ବିଭାଗ ପାଖରେ ସମୟ
Read More...

ବୌଦ୍ଧକୁ ଫେରିଛନ୍ତି ୧୧୯୩ ପ୍ରବାସୀ ଶ୍ରମିକ

ବୌଦ୍ଧ : ବୌଦ୍ଧ ଜିଲ୍ଲାକୁ ଗତ ୩ ତାରିଖରୁ ୨୦ ତାରିଖ ସକାଳ ୧୦.୩୦ ମି. ସୁଦ୍ଧା ବାହାର ରାଜ୍ୟରୁ ୧୧୯୩ ଜଣ ପ୍ରବାସୀ ଶ୍ରମିକ ଫେରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକର ୨୫୧ଜଣ, ହରଭଙ୍ଗା ବ୍ଲକର ୪୬୧ଜଣ, କଣ୍ଟାମାଳ ବ୍ଲକର ୪୫୬ଜଣ ଓ ବୌଦ୍ଧ ସହରାଞ୍ଚଳର ୧୬ଜଣ
Read More...

କୋଠ ସଂପତ୍ତିକୁ ନେଇ ପଙ୍କୁଆଳ ଗ୍ରାମରେ ଉତ୍ତେଜନା

ବୌଦ୍ଧ : ଗ୍ରାମର କୋଠ ସଂପତ୍ତିକୁ ଚଞ୍ଚକତା କରି ଜଣେ ନିଜର ବ୍ୟକ୍ତିଗତ ମାଲିକାନାକୁ ନେଇଯାଇଥିବାର ବିରୋଧ କରି ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ତହସିଲ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ପଙ୍କୁଆଳ ଗ୍ରାମରେ ପ୍ରାୟ ୮ ଏକର ଜମିରେ ଆମ୍ବବଗିଚା ଓ
Read More...

ଲକ୍‌ଡାଉନ୍ ମାଡ଼ରେ ନିମ୍ନ ମଧ୍ୟବିତ୍ତ ପରିବାର ଘାଇଲା !

ବୌଦ୍ଧ: କରୋନା ମହାମାରୀ ପାଇଁ ହୋଇଥିବା ଲକ୍‌ଡାଉନ୍ ଯୋଗୁଁ ସମସ୍ତେ କିଛି ନା କିଛି କ୍ଷତି ସହିଛନ୍ତି । ହେଲେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି ନିମ୍ନ ମଧ୍ୟବିତ୍ତ ପରିବାର । ସରକାର ଲକ୍‌ଡାଉନ୍ ସମୟରେ ଅନେକ ପ୍ୟାକେଜ୍ ଘୋଷଣା କରିଛନ୍ତି । ଖାଉଟି କାର୍ଡ଼ ପାଇଥିବା ଗରିବ ପରିବାରକୁ ୫
Read More...

ଜବତ ଓ କୋର୍ଟ ଚାଲାଣରେ ବନ୍ଦ ହେବନି ଗଞ୍ଜେଇ ଚୋରାଚାଲାଣ

ବୌଦ୍ଧ: ପ୍ରତ୍ୟେକଦିନ ବୌଦ୍ଧଜିଲ୍ଲାରୁ ଜିଲ୍ଲା ଓ ରାଜ୍ୟବାହାରକୁ ଗଞ୍ଜେଇ ଚୋରାଚାଲାଣ ଚାଲିଛି । ପୋଲିସ ଓ ଅବକାରୀ ବିଭାଗ ମଝିରେ ମଝିରେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାସହ କିଛି କିଛି ଗଞ୍ଜେଇ ଜବତ କରୁଥିବା ଦେଖିବାକୁ ମିଳୁଛି । ପୋଲିସ ଓ ଅବକାରୀ ବିଭାଗକୁ ଚକମାଦେଇ ଭିନ୍ନଭିନ୍ନ
Read More...

ଚାଲିଗଲା ବାତ୍ୟା : ଗଛପଡ଼ି ରାସ୍ତାଘାଟ ଜାମ, ଜିଲ୍ଲାରେ ୩୮୪ ମିମି ବର୍ଷା

ଭଦ୍ରକ: ବାତ୍ୟା ‘ଅମ୍ଫନ’ ତାର ନିର୍ଦ୍ଧାରିତ ସମୟ ଓ ନିର୍ଦ୍ଧାରିତ ପଥ ଦେଇ ଯାଇ ସାରଛିି । ସୁନ୍ଦରବନରେ ନିର୍ଦ୍ଧାରିତ ସମୟରେ ଲ୍ୟାଣ୍ଡଫଲ କରିଛି । ତେବେ ଏହାର ପ୍ରଭାବରେ ଜିଲ୍ଲାରେ ଧନଜୀବନ କ୍ଷତି ନ ହୋଇଥିଲେ ମଧ୍ୟ ବହୁ ଗଛ ଉପୁଡି ପଡ଼ିଛି । କିଛି ଗଛ ଲୋକଙ୍କ ଘର ଉପରେ ମଧ୍ୟ ପଡ଼ିଥିବା
Read More...