ପୋଲିସ ଏନକାଉଣ୍ଟରରେ ଜଣେ ପିଏଲଏଫଆଇ ସଦସ୍ୟ ମୃତ୍ୟୁ, ୫ ଗିରଫ

ରାଉରକେଲା : ଓଡ଼ିଶା-ଝାଡଖଣ୍ଡ ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । ଏହି ଗୁଳିବିନିମୟରେ ମାଓବାଦୀ ସଙ୍ଗଠନର ଶାଖା ପିଏଲଏଫଆଇ ର ସଦସ୍ୟ ପଣ୍ଡିତର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଏନକାଉଣ୍ଟରରେ ଆହତ ଥିବା ପ୍ରବୀଣ କାଣ୍ଡୁଲାନା ଆହତ ଥିବା ଯୋଗୁଁ
Read More...

ଆଇପିଏଲ୍ ଏତେଶୀଘ୍ର ନୁହେଁ: ବିସିସିଆଇ

ନୂଆଦିଲ୍ଲୀ : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ୧୭ ତାରିଖରେ ଶେଷ ହୋଇଛି ଏବଂ ୧୮ରୁ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟ ପାଇଁ ଘୋଷିତ ନୂଆ ଗାଇଡଲାଇନରେ ଷ୍ଟାଡ଼ିୟମ ଓ ସ୍ପୋର୍ଟସ୍ କମ୍ପେ୍ଲକ୍ସ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ଷ୍ଟାଡ଼ିୟମ ଭିତରକୁ ଦର୍ଶକଙ୍କୁ
Read More...

ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡିଆଙ୍କୁ ଯୋଗଶିକ୍ଷା ଦେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସଂଗରୋଧରେ ରହୁଥିବା ପ୍ରବାସୀ ଓଡିଆଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢାଇବା ଏବଂ ମାନସିକ ସ୍ୱାସ୍ଥ୍ୟର ସନ୍ତୁଳନ ପାଇଁ ଜିଲ୍ଲା ପ୍ରଶାସନ ୪୫ଗୋଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬୮୨ ଅନ୍ତେବାସୀଙ୍କୁ ଯୋଗ
Read More...

ଅଂଶୁଘାତ ଓ ହୃଦ୍‌ଘାତ ଯୋଗୁଁ ହାତୀଶାବକର ମୃତ୍ୟୁ

ସମ୍ବଲପୁର : ଚିକିତ୍ସାଧୀନ ଏକ ହାତୀ ଶାବକର ମୃତ୍ୟୁ ଘଟିଛି । ବନବିଭାଗୀୟ କର୍ମଚାରୀ ଏହି ହାତୀ ଶାବକକୁ ଶନିବାରଦିନ ହାତୀପଲ ସହିତ ଦେଖିଥିଲେ କିନ୍ତୁ ପରେ ଏହା ହଠାତ ଅସୁସ୍ଥ ହୋଇପଡିଥିଲା । ଏହା ଜାଣିବାପରେ ରବିବାରଦିନ ଏହାକୁ ଠାବକରି ତାହାର ଚିକିତ୍ସା କରାଗଲା କିନ୍ତୁ ଚିକିତ୍ସାରତ
Read More...

ଆଗ ଚକ ଖୋଲିଯିବାରୁ ବୋଲେରୋ ଦୁର୍ଘଟଣାଗ୍ରସ୍ତ

ବୌଦ୍ଧ: ଜାତୀୟ ରାଜପଥ ନଂ ୫୭ର ହରେକୃଷ୍ଣପୁର ପୋଲ ନିକଟରେ ଗାଡିର ଚକ ଖୋଲିଯିବାରୁ ଏକ ବୋଲେରୋ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଓଡି-୦୨ଏଜି୮୬୧୦ ନମ୍ବର ବିଶିଷ୍ଟ ଏକ ବଲେରୋ ଗାଡି ସୋନପୁରରୁ ଟିକାବାଲି ଅଭିମୁଖେ ଯାଉଥିବାବେଳେ ବୌଦ୍ଧଥାନା
Read More...

ନିଜ ଜିଲ୍ଲାକୁ ପହଞ୍ଚି ପାରିଲେନି ପ୍ରବାସୀ ଶ୍ରମିକ

ବୌଦ୍ଧ:ସୁଦୂର ଆନ୍ଧ୍ରରୁ ଓଡିଶାକୁ ସିନା ଫେରିପାରିଲେ ହେଲେ ନିଜ ଜିଲ୍ଲା ବୌଦ୍ଧ ସୀମାନ୍ତ ନୟାଗଡ ଜିଲ୍ଲା ଟାକରା ଗ୍ରାମରୁ ଆସିପାରୁନାହାନ୍ତି ନିଜ ଜନ୍ମମାଟିକୁ । ଏଭଳି ସମସ୍ୟାରେ ଟାକରା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅନ୍ତର୍ଗତ ତିରଡ ଗ୍ରାମର ପ୍ରଶାନ୍ତ
Read More...

ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା

ବାଲିଗୁଡ଼ା: ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ବାଲିଗୁଡ଼ା ପୋଲିସ୍ ଓ ସ୍ଥାନୀୟ ବାସିନ୍ଦା । ସୂଚନା ପ୍ରକାରେ କଳାହାଣ୍ଡି ଜିଲ୍ଲାର ୨୩ ଜଣ ଶ୍ରମିକ ହାଇଦ୍ରାବାଦର ଏକ ଘରୋଇ କଂମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଲକ୍ ଡାଉନ୍ ଯୋଗୁଁ ଘରକୁ ଫେରି ପାରିନଥିଲେ । ସରକାର ନିୟମରେ
Read More...

ରାଜ୍ୟରେ ପୁଣି ୪୮ ପଜିଟିଭ୍ ଚିହ୍ନଟ, କରୋନା ମାନଚିତ୍ରରେ ଯୋଡି ହେଲା କନ୍ଧମାଳ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟାରେ ବ୍ରେକ ଲାଗୁନି । ଆଜି ପୁଣି ୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ କନ୍ଧମାଳ ଜିଲ୍ଲାରୁ ୨ଜଣ ଥିବା ଜଣାପଡିଛି । ଆଜି କରୋନା ମାନଚିତ୍ରରେ ନୂତନ ଜିଲ୍ଲା ଭାବେ କନ୍ଧମାଳ ଯୋଡି ହୋଇଛି । ରାଜ୍ୟରେ କରୋନା ଆକ୍ରାନ୍ତ
Read More...

ଗରିବ ପରିବାରଙ୍କ ନିକଟରେ ପହଞ୍ଚି ପାରୁନି ସରକାରୀ ସୁବିଧା

କଣ୍ଟାବାଞ୍ଜି : ବିଶ୍ୱ ମହାମାରୀ କୋରନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଲକଡାଉନ ଯୋଗୁଁ ବହୁ ଗରିବ ପରିବାର ନିଜନିଜର ଜୀବିକା ହରାଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରୁଛନ୍ତି । କିନ୍ତୁ ଏମିତି କେତେକ
Read More...

ବୌଦ୍ଧରେ ଆଜି ଆଉ ଜଣେ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ପୂର୍ବରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣକ ଦେହରେ କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କଣ୍ଟାମାଳ ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଶ୍ରମିକଙ୍କ ଦେହରେ କରୋନା ଭୂତାଣୁ ବାହାରିବା ପରେ ଜିଲ୍ଲାରେ କରୋନା
Read More...