ଆଉ ୪୮ ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଲା
ଭୁବନେଶ୍ୱର : ପ୍ରବାସୀ ଓଡିଆଙ୍କ ଆଗମନ ବଢିଚାଲିଛି । ଏପଟେ ରାଜ୍ୟରେ ତାଳ ଦେଇ କରୋନା ପଜିଟିଭ ଗ୍ରାଫ୍ ମଧ୍ୟ ଉପରମୁହାଁ ହୋଇଛି । ଆଜି ସକାଳୁ ପୁଣି ୪୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ଏମାନଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା!-->…
Read More...
Read More...