ସଡକ ଦୁର୍ଘଟଣାରେ ଜଣେ ଗୁରୁତର
ବୌଦ୍ଧ : ଆଜି ରାତି ୮ ଘଣ୍ଟା ସମୟରେ ଜାତୀୟ ରାଜପଥ ୫୭ର ବୃନ୍ଦାବନ (ଲୁହୁରାଗାଡଆ) ଗ୍ରାମ ନିକଟରେ ସଡକ ଦୁର୍ଘଟଣାରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାନସିକ ଭିନ୍ନକ୍ଷମ ଥିବା ଜଣେ ବୃଦ୍ଧା ରାଧାନଗର ଅଂଚଳରେ ଭିକ୍ଷାବୃତ୍ତି କରି ରହୁଥିଲେ । ଆଜି ରାତି!-->…
Read More...
Read More...