କରୋନା ମହାମାରୀ ମୁକାବିଲାରେ ଯୋଗ ଦେବା ପାଇଁ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ସରକାରଙ୍କ ଆହ୍ୱାନ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀଙ୍କୁ ଯୋଗ ଦେବା ପାଇଁ ରାଜ୍ୟ ସରକାର ଆହ୍ୱାନ କରିଛନ୍ତି । ଆଜି ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହପ।।ତ୍ର ଏକ ୱେବସାଇଟର ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟ୍‌ଟି ହେଲା
Read More...

ଶ୍ରୀମନ୍ଦିରରେ ହେବ ଅସ୍ଥାୟୀ ପୁଷ୍କରିଣୀ, ମଦନମୋହନ ଖେଳିବେ ଚାପ

ଭୁବନେଶ୍ୱର: ଆସନ୍ତାକାଲି ଅକ୍ଷୟ ତୃତୀୟ ଓ ଚନ୍ଦନ ଯାତ୍ରା ଆରମ୍ଭ ହେଉଛି । ତେବେ କରୋନା ମହାମାରୀ ପାଇଁ ଏସବୁ ଯାତ୍ରାକୁ ବିଧିମତେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି କରିଛି । ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଚମହାଦେବ କମିଟି ସହ
Read More...

ୟୁପିରେ 30ଜୁନ୍ ଯାଏ ସାର୍ବଜନିକ ସଭା ଉପରେ ରୋକ୍ ଲଗାଇଲେ ଯୋଗୀ ସରକାର

କରୋନା ଭାଇରସ କାରଣରୁ ସାରା ଦେଶ ଏକମାସରୁ ଅଧିକ ଦିନ ହେଲାଣି ଲକଡାଉନରେ ରହିଛି । ଏକମାସ ବିତିଯିବା ପରେ ଏବେ ଉତ୍ତରପ୍ରଦେଶରେ ଦୋକାନ ଖୋଲିବାକୁ ବିଚାରବିମର୍ଷ ଚାଲିଛି । ସିଏମ୍ ଯୋଗୀ ଆଦିତ୍ୟ ନାଥ ନିଜର କୋର କମିଟି ବୈଠକରେ ସ୍ପଷ୍ଟ ମତ ଦେଇଛନ୍ତି ଯେ, ରାଜ୍ୟରେ ୩୦ ଜୁନ ଯାଏଁ କୌଣସି ଠାରେ
Read More...

ଅଦିନିଆ ବର୍ଷାରେ ଉଜୁଡିଗଲା ଡାଳୁଅ ଧାନ ଚାଷ

ବୌଦ୍ଧ : ଦୁଇଦିନ ଧରି ଲଗାଣ ଅଦିନିଆ ବର୍ଷାରେ ବୌଦ୍ଧ ଜିଲ୍ଲାରେ ଡାଳୁଅ ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି । ଝଡ ତୋଫାନ, କୁଆପଥର ପଡିବା ଓ ଲଗାଣ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଉଜୁଡି ଯାଇଥିବା ଫସଲକୁ ଦେଖି ଚାଷୀ ହତାଶ । ବୌଦ୍ଧ ଜିଲ୍ଲାରେ ଜଳସେଚନର ସୁବିଧା ଥିବା
Read More...

ବଜ୍ରାଘାତରେ ଜଣଙ୍କର ମୃତ୍ୟୁ

ବଲାଙ୍ଗୀର : ପୁଇଁତଲା ବ୍ଲକ ଛଡାପିପଲ ପଞ୍ଚାୟତ ଅନ୍ତର୍ଗତ ଛକୋଡିମାଲ ଏକ ଦୁଃଖଦ ଘଟଣା ଘଟିଛି । ଏହି ଗ୍ରାମର ପରିବା ଚାଷୀ ଗଣ୍ଡାରାମ ବସ୍ତିଆ ଚାଷ କରୁଥିବା ସମୟରେ ବଜ୍ରାଘାତରେ ଅକାଳ ମୃତ୍ୟୁବରଣ କରିଛନ୍ତି । ସେ ଜଣେ ଚାଷୀ ହୋଇଥିବାରୁ ତାଙ୍କ ପରିବାରଙ୍କୁ ସରକାର ସହାୟତା ପ୍ରଦାନ କରନ୍ତୁ
Read More...

ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ରାଇକିଆ କ୍ୟାଥୋଲୋକି ସିଷ୍ଟର୍ ହାଉସ୍

ରାଇକିଆ: ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । କରୋନା ମୁକାବିଲାନେଇ ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସହୋଯୋଗ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ରାଇକିଆ କ୍ୟାଥଲିକ୍ ଧର୍ମାଞ୍ଚଳର ସେଣ୍ଟ୍ କାଥାରିନ୍ କନଭେଣ୍ଟ୍
Read More...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଗଜପତି ଜିଲ୍ଲାର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ଅଧିକାରୀ 21 ହଜାର ଟଙ୍କାର ଚେକ ପ୍ରଦାନ କରିଛନ୍ତି।ସେହିଭଳି କୋର୍ଟ କର୍ମଚାରୀ ମାନେ 36 ହଜାର ଟଙ୍କାର ଚେକ ଓ ଜିଲ୍ଲା
Read More...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ହଜାର ଡେଇଁଲା

ନୂଆଦିଲ୍ଲୀ : ଭାରତରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ଏ ପର୍ଯ୍ୟନ୍ତ ୨୪,୫୦୬ ଲୋକ ଆକ୍ରାନ୍ତ ହୋଇସାରିଲେଣି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୪,୮୧୯ଜଣ ବ୍ୟକ୍ତି ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ୭୨୩ଜଣ
Read More...

ଚାଷୀ ମୁଣ୍ଡରେ ଚଡ଼କ: କରୋନା ସହିତ ଅଦିନିଆ ବର୍ଷା ଓ କୁଆପଥର ମାଡ଼

ସମ୍ବଲପୁର :ଗୋଟିଏ ପଟେ କରୋନା ଓ ଲକଡାଉନ ପାଇଁ ବିଲ ରେ ପାଚିଲା ଧାନ ଅମଳ ହୋଇ ପାରୁ ନାହିଁ, ତ ଠିକ ସେତିକି ବେଳେ ଅଦିନିଆ ଝଡ଼ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ରେ ଚାଷୀକୁଳର ଅଣ୍ଟା ଦୋହଲି ପଡିଛି । ଏବିଷୟରେ ସମ୍ବଲପୁର ଜିଲ୍ଲା ର ମାନେଶ୍ବର, ଧନକୌଡା ଓ ଯୁଯୁମୁରା ଆଦି ବ୍ଳକର ଅନେକ ଗାଁ
Read More...

ଲକଡାଉନ ଯୋଗୁଁ ପ୍ରସ୍ତାବିତ ଏପ୍ରିଲ-୨୯ କୋସଲ ମହାବନ୍ଦ ସ୍ଥଗିତ

ବଲାଙ୍ଗୀର: ଦେଶରେ ତଥା ସମଗ୍ର ବିଶ୍ୱରେ ଏବେ କରୋନା ସଂକ୍ରମଣର ଆତଙ୍କ ବଢିଚାଲିଛି । ଏହି ବ୍ୟାଧିର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ୨ ପର୍ଯ୍ୟାୟ ଲକଡାଉନ ଆଗାମୀ ମେ ୩ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ସମସ୍ତ ପ୍ରକାର ଯାନବାହନ, ଅଫିସ କଚେରୀ, ସ୍କୁଲ କଲେଜ
Read More...