୭୩ କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଜବତ, ଚାରିଜଣ ଚାଲାଣକାରୀ ଗିରଫ
ବାଲିଗୁଡ଼ା: ଗଞେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ୭୩କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ୍ । ଏଥିସହିତ ଚାରିଜଣ ଚାଲାଣକାରୀ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ୍ । ସୂଚନା!-->…
Read More...
Read More...