ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ଯୋଦ୍ଧାଙ୍କ ସହାୟତା
ବୌଦ୍ଧ: କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନଙ୍କ ଭୁମିକା ଗୁରୁତ୍ୱପୂର୍ଣ୍ଣ । ନିଜ ଜୀବନକୁ ବିପନ୍ନକରି ପରିବାରକୁ ପଛରେ ପକାଇ ସେମାନେ ଦେଉଛନ୍ତି ସେବା । ସେଥିପାଇଁ ସେମାନଙ୍କୁ ସରକାର କରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି । ଏଭଳି କ୍ଷେତ୍ରରେ ବୌଦ୍ଧ କରୋନା ଯୋଦ୍ଧାମାନେ!-->…
Read More...
Read More...