ମହାନଦୀରେ ବୁଡି ଦୁଇଭାଇ ମୃତ
ବୌଦ୍ଧ,: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟାହ୍ନରେ ମହାନଦୀକୁ ଦୁଇ ସମ୍ପର୍କୀୟ ଭାଇ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଅରଖପଦର ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଆଶିଷ!-->…
Read More...
Read More...