ଖଡ଼ିଆଳଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ବନ୍ଦ ପାଳନ
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବିରେ ମିଳିତ ନାଗରିକ ମଞ୍ଚ ପକ୍ଷରୁ ଖଡ଼ିଆଳ ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ଖଡ଼ିଆଳ, ବୋଡେନ, ସିନାପାଲି ବ୍ଲକ ଓ ଖଡ଼ିଆଳ ଏନ୍ଏସି ଅଞ୍ଚଳ ଆଦି ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ରାସ୍ତା ଅବରୋଧ କରି ନାରାବାଜି କରିଛନ୍ତି!-->…
Read More...
Read More...