୭ ଦଫା ନେଇ ଡାକ ସେବକଙ୍କ ଧର୍ମଘଟ
ଚମ୍ପୁଆ: ୭ ଦଫା ଦାବି ନେଇ ଚମ୍ପୁଆ ଗ୍ରାମୀଣ ଡାକ ସେବକ କର୍ମଚାରୀ ମାନେ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘର ଆହ୍ୱାନ କ୍ରମେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ କରିଛନ୍ତି । ଏହି ଧର୍ମଘଟରେ ଚମ୍ପୁଆ ଡାକଘର ଅଧିନରେ ରହିଥିବା ୧୦ଟି ଗ୍ରାମୀଣ ଡାକସେବକ ରିମୁଳି ଅଧିନରେ ଥିବା ୧୪ଟି!-->…
Read More...
Read More...