କଂଗ୍ରେସ ହାତ ଧରିଲେ ମନୋଜ ମିଶ୍ର
ହାତ ଧରିଲେ ମନୋଜ ମିଶ୍ର । ଅଭିନେତା ମନୋଜ ମିଶ୍ର ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି । ପିସିସି ସଭାପତି ଓ କଂଗ୍ରେସ ପ୍ରଭାରୀଙ୍କ ଉପସ୍ଥିତିରେ କଂଗ୍ରେସ ଭବନରେ ହାତ ଧରିଛନ୍ତି ମନୋଜ । ଏହି ସମୟରେ ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ର ଉପସ୍ଥିତ ଥିଲେ ।କଂଗ୍ରେସ ଦଳରେ!-->…
Read More...
Read More...