ଦ୍ୱିତୀୟ ଦିନରେ ୧୨ ଜାଗାର ବିକାଶ ପାଇଁ ଭୂମି ପୂଜା
ପୁରୀ : ଆଜି ଦ୍ୱିତୀୟ ଦିନରେ ପୁରୀ ସହର ର ୧୨ ଗୋଟି ଜାଗାର ବିକାଶ ପାଇଁ ଭୂମି ପୂଜା କରାଯାଇଛି । ସହରରେ ଥିବା ୩୫ ଗୋଟି ଜାଗା ଆଖଡା ର ବିକାଶ କରାଯିବା ଏବଂ ବହୁମୁଖୀ ବ୍ୟାୟାମଶାଳା ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି!-->…
Read More...
Read More...