ପାଣି ପମ୍ପ ଚୋରି ମାମଲା, ପୋଲିସ ଦ୍ୱାରା ୫ ଗିରଫ
ଚମ୍ପୁଆ: ଚମ୍ପୁଆ ପୋଲିସ ଦ୍ୱାରା ପାଣି ମୋଟର ଚୋରି ଓ କିଣା ମାମଲାରେ ୫ ଜଣ ଗିରଫ ହୋଇଥିବା ଚମ୍ପୁଆ ପୋଲିସ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଗତ ୨ ଦିନ ତଳେ ରାମଲା ଅଂଚଳରୁ ରାତି ଅଧରେ ଉଠା ଜଳସେଚନ ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା ସମରସବୁଲ ପାଣି ମୋଟର ଚୋରି ହୋଇଥିବା ମାଲିକ!-->…
Read More...
Read More...