ତୁଟୁନି ଓଲିଉଡ଼ କଳି

ପଦାରେ ଓଲିଉଡ଼ କଳି । ତୁଟୁନି ବିବାଦ । ଆଉ ଏହା ଏବେ ରାଜନୈତିକ ମହଲରେ ବି ଚର୍ଚ୍ଚାର ବିଷୟ ପାଲଟିଛି । ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡର କିଛି ପ୍ରଯୋଜକଙ୍କ ଦ୍ୱାରା ବ୍ୟାନ୍ ଘୋଷଣାକୁ ନେଇ ତେଜୁଛି ରାଜ୍ୟ ରାଜନୀତି ।ବାସନ୍ଦକୁ ରେଙ୍ଗାଲି ବିଧାୟକ ନାଉରୀ ନାଏକ ତୀବ୍ର ବିରୋଧ କରିବା ସହିତ
Read More...

ଭୁବନେଶ୍ୱରରୁ ଗୌହାଟିକୁ ଲାଗିବ ଦେଢ଼ ଘଣ୍ଟା

ମାତ୍ର ଦେଢ ଘଣ୍ଟା ସମୟରେ ପହଞ୍ଚିହେବ ଗୌହାଟି।ଏଥର ଓଡ଼ିଶାରୁ ଗୌହାଟୀ ସିଧାସଳଖ ଉଡ଼ିବ ବିମାନ । ଆଜିଠାରୁ ଆରମ୍ଭ ହେବ ଏହି ସେବା । ଏହାସହ ଉତ୍ତର-ପୂର୍ବ ରାଜ୍ୟ ସହ ଯୋଡ଼ି ହେବ ଓଡ଼ିଶା ।ମିଳିଥିବା ସୂଚନା ଅନୁସାରେପ୍ରତିଦିନ ଅପରାହ୍ନ ୧:୨୮ ରେ ଭୁବନେଶ୍ୱର ଛାଡ଼ି ୨:୫୫ ରେ ଗୌହାଟି
Read More...

ସଚେତନ ପାଇଁ ଭକ୍ତଙ୍କୁ ଧୋତି ପିନ୍ଧାଇଲେ ସେବାୟତ

ପୁରୀ: ନୂଆବର୍ଷରୁ ଭକ୍ତଙ୍କ ପାଇଁ ଲାଗୁ ହେବ ନୂଆ କଟକଣା । ନୂଆବର୍ଷ ପହିଲାରୁ ଶାଳୀନତା ଭାବେ ପୋଷାକ ପରିଧାନ ନକଲେ ଭକ୍ତଙ୍କୁ ଜଗା ଦର୍ଶନ ମନା । ଏଭଳି ନିଷ୍ପତ୍ତି କିଛିଦିନ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନେଇଥିବା ବେଳେ ଆଜି ସେବାୟତ ମାନେ କିଛି ଭକ୍ତଙ୍କୁ ଧୋତି ପିନ୍ଧାଇ ସଚେତନ କରି
Read More...

ଜାନୁଆରୀ ପହିଲାରେ ମେଟ୍ରୋ ରେଳର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ସମୀକ୍ଷା କଲେ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍‌ ଆଜି ଭୋର୍‌ ୪.୩୦ରେ ବରିଷ୍ଠ ଅଧିକାରୀଙ୍କ ସହିତ କଟକ-ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପ କାମ ବୁଲି ଦେଖିଥିଲେ ।ପ୍ରଥମ ପର୍ଯ୍ୟାୟରେ ଏହି
Read More...

ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ:ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା। ଆଜି ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ଶେଷ ହେବାପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଯ ଘରେ ବିଜେ କରାଯିବା ପରେ ଆଜ୍ଞାମାଳ ପାଇ ଶ୍ରୀସୁଦର୍ଶନ ଚଉଦୋଳରେ ଚାରି
Read More...

ନୂଆ ଦାୟିତ୍ଵ ଗ୍ରହଣ ପରେ ପାଣ୍ଡିଆନଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୀକ୍ଷା,ଡିସେମ୍ବର ୧୫ ସୁଦ୍ଧା କାମ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଆଜି ବଡିଭୋରରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ଭୋର୍‌ ୪ ରୁ ୬ ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା । ନୂଆ
Read More...

ପୁରୀରେ ଆପ୍‌ ପକ୍ଷରୁ କର୍ମୀ ସମ୍ମିଳନୀ

ପୁରୀ : ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଓଡ଼ିଶା ରେ ଆମ୍‌ ଆଦମୀ ପାର୍ଟି ବିଧାନସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ତେବେ ଓଡ଼ିଶା ରେ ଆପ୍‌କୁ ତୃଣମୂଳ ସ୍ତରରୁ ଦୃଢ଼ କିଭଳି କରାଯାଇପାରିବ ସେ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ଆପର ବରିଷ୍ଠ ନେତା ଓ କର୍ମକର୍ତ୍ତା ।
Read More...

ଗୃହ ନିର୍ମାଣରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ସମ୍ପର୍କରେ ତାଲିମ ଶିବିର

ନବରଙ୍ଗପୁର: ଆଧୁନିକ କୌଶଳ ପ୍ରଣାଳୀରେ କିପରି ଗୃହ ନିର୍ମାଣ ଓ ଏହାର ଡିଜାଇନ୍‌ ସମୟରେ କିପରି ଅନେକ ବ୍ୟବସ୍ଥା କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ସମ୍ପର୍କରେ ଓଡିଶା ଶକ୍ତି ବିଭାଗ ତରଫରୁ ମିଶନ ଶକ୍ତି ସଭା ଗୃହ ନବରଙ୍ଗପୁରରେ ଏକ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।
Read More...

ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର

ଭୁବନେଶ୍ବର: ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦ ଭଗତଙ୍କ ଉପରେ ଟଙ୍କା ବର୍ଷା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଲ୍ଡେନ ବଏ ପ୍ରମୋଦ ଭଗତଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି। ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ନୀତେଶ କୁମାରଙ୍କୁ ପରାସ୍ତ
Read More...

ଚିଠା ଭୋଟର ତାଲିକା ୨୦୨୪ ପ୍ରକାଶିତ, ଚୂଡାନ୍ତ ତ୍ରୁଟି ଶୂନ୍ୟ ତାଲିକା ପ୍ରସ୍ତୁତି ନେଇ ଉପଖଣ୍ଡ ପ୍ରଶାସନର ବୈଠକ

ଚମ୍ପୁଆ:ଚୂଡାନ୍ତ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନେଇ ଆଜି ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚମ୍ପୁଆ ଓ ପାଟଣା ବିଧାନସଭା କ୍ଷେତ୍ରର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Read More...