ପ୍ରହସନ ପାଲଟିଛି “ସ୍ୱଚ୍ଛତା ହିଁ ସେବା’ ; ପ୍ରଥମେ ଅଳିଆ ପକାଇଲେ, ପରେ ସଫା କଲେ(ଭିଡିଓ)

ପୁରୀ : ସ୍ୱଚ୍ଛ ଭାରତ ଅଭିଯାନ ଆଳରେ ପ୍ରହସନ । ପ୍ରଥମେ ଅଳିଆ ପକାଇଲେ ପରେ ସେହି ଅଳିଆକୁ ସଫା କରି ବାହାବା ନେଲେ । ଏଭଳି କିଛି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ବେଳେ ଏ ଦୃଶ୍ୟ ହେଉଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର । ଗାନ୍ଧି ଜୟନ୍ତୀରେ ମେଡିକାଲ ଆଉଟଡୋର ନିକଟରେ ଆୟୋଜିତ
Read More...

କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ

ପୁରୀ: ପୁରୀରେ ହବିଷ୍ୟାଳି ଶିବିରରେ ରହି କାର୍ତ୍ତିକ ବ୍ରତ ପାଳନ ପାଇଁ ଆରମ୍ଭ ହେଲା ପଞ୍ଜିକରଣ। ରାଜ୍ୟ ସରକାରଙ୍କ ପକ୍ଷରୁ https://edistrict.odisha.gov.in ଓ୍ବେବସାଇଟ୍ ଲିଙ୍କରେ ଆବେଦନ କରିପାରିବେ ହବିଷ୍ୟାଳି। ଆସନ୍ତା ୨୯ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ରାଜ୍ୟ
Read More...

ତାଲା ବନ୍ଦ ଘରୁ ଚୋରି ଘଟଣାରେ ୪ଗିରଫ

ବ୍ରହ୍ମପୁର: ନିମଖଣ୍ଡି ପୁଲିସ୍‌କୁ ମିଳିଛି ଏକ ବଡ଼ ସଫଳତା । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁ କରୁ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ଭଳି ପୁଲିସ୍‌ ଏକ ବଡ଼ ଗହଣା ଚୋରି ରାକେଟ୍‌ର ପର୍ଦ୍ଦାଫାସ୍‌ କରିଛି । ରାକେଟ୍‌ର ୪ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ
Read More...

“ଦି ଇଣ୍ଟରଭ୍ୟୁ ଟାଇମ୍ସ’ ଦ୍ୱାରା ବେଷ୍ଟ ସିଇଓ ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପସଭାପତି…

ରାୟଗଡା: "ଦି ଇଣ୍ଟରଭ୍ୟୁ ଟାଇମ୍ସ" ର ୧୨ ତମ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର ସ୍ଥିତ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେରେ ଓଡ଼ିଶାର ୨୦ ଜଣ ପ୍ରେରଣା ଦାୟୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଛି । ଏହି
Read More...

ମା’ ଲଙ୍କେଶ୍ୱରୀଙ୍କ ଦଶହରା ମହାଆଳତି ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ସୋନପୁରର ଆରଧ୍ୟା ଦେବୀ ମା' ଲଙ୍କେଶ୍ୱରୀଙ୍କ ଦଶହରାରେ ହେବାକୁ ଥିବା ମହାଆଳତି ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମା' ଲଙ୍କେଶ୍ୱରୀ ବିକାଶ କମିଟିର ସଭାପତି ଜିତେନ୍ଦ୍ର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ଚନ୍ଦନ ସେଠୀ, କୋଷାଧ୍ୟକ୍ଷ
Read More...

ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବେ କୌଶିକ ସାହୁ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବରିଷ୍ଠ ଆଇନଜୀବୀ କୌଶିକ ସାହୁ ଚଳିତ ବର୍ଷର ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନ ପାଇବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ୧୯୯୭ ମସିହାରୁ କନ୍ଧମାଳ ଜିଲ୍ଲାର ଅବୈତନକ ବନ୍ୟପ୍ରାଣୀ ସଂରକ୍ଷକ ଭାବେ କାର୍ଯ୍ୟ
Read More...

ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଆଜି ପାରଳାଖେମୁଣ୍ଡି ବନଖଣ୍ଡ ମୁଖ୍ୟ କାର୍ଯ୍ୟାଳୟ ଠାରେ ବନ ବିଭାଗ ତରଫରୁ ବନ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ପରିସର ଏବଂ ନିକଟସ୍ଥ ଏରିଆ ମଧ୍ୟରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ .ଆନନ୍ଦଙ୍କ ନିର୍ଦ୍ଦେଶ
Read More...

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ହରଭଙ୍ଗା ୨/୧୦:- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ର ୭ ନମ୍ବର ଜୋନରେ ବିଜୁଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ଏହି ଜନସଂପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭହୋଇ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପଦଯାତ୍ରା
Read More...

ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ

ଜହ୍ନ ।ପଙ୍କ,୨/୧୦: ଗ୍ରାମାଞ୍ଚଳର ଲୁକ୍କାୟିତ କଳାକୁ ଉଜ୍ଜୀବିତ କରିବାପାଇଁ ଲୋକକଳା ଦିବସର ବାର୍ଷିକ ଉତ୍ସବ ପାଳନ ଜରୁରୀ ବୋଲି ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଲୋକକଳା ଗ୍ରାମ ନାରାୟଣ ନଗରର ପଞ୍ଚମ ବାର୍ଷିକ ଉତ୍ସବ ଅବସରରେ ମଞ୍ଚାସୀନ ଅତିଥିମାନେ ବକ୍ତବ୍ୟ ରଖିଥିଲେ ।
Read More...

ବୌଦ୍ଧରେ ସାଇବର ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ବୌଦ୍ଧ,୨/୧୦: ସାଇବର ସୁରକ୍ଷା ସଚେତନତା ଅଭିଯାନକୁ ଆଜି ଶୁଭାରମ୍ଭ କରାଯାଇଛି । ଏହି ଉପଲକ୍ଷେ ମର୍ଜାକୁଦ ବ୍ରିଜ ଛକ ଠାରେ ଅନୁଷ୍ଠିତ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇଥିବାବେଳେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ,
Read More...