ସୁବର୍ଣ୍ଣପୁର ଜିଲ୍ଲାରେ ନୂଆଁଖାଇ ଧୁମ୍‌ ଧାମରେ ପାଳିତ

ସୁବର୍ଣ୍ଣପୁର:ଆଜି ସମଗ୍ର ପଶ୍ଚିମ ଓଡିଶାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ । ଏଥିପାଇଁ ଆଜି ସାରା ପଶ୍ଚିମ ଓଡିଶା ବେଶ ଚଳଚଞ୍ଚଳ ହୋଇଉଠିଥିଲା । ଏହା ଏକ କୃଷି ଭିତ୍ତିକ ଲୋକପର୍ବ ହେଇଥିବା ବେଳେ ଚାଷୀ ତା ନିଜ ଉତ୍ପାଦିତ ବର୍ଷର ପହିଲି ଶସ୍ୟକୁ ନିଜର ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଥାଏ ।
Read More...

ଏବର୍ଷ ହରଗୌରୀ ଯାତ୍ରାରେ ଖର୍ଚ୍ଚ ହେବ ୨୫ଲକ୍ଷ ଟଙ୍କା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରା ଚଳିତ ବର୍ଷ ଅକ୍ଟୋବର ୨୮ ତାରିଖ ଠାରୁ ୪ନଭେମ୍ବର ପର୍ଯ୍ୟନ୍ତ ସହରର ଢେରାପଡା ଠାରେ ଆୟୋଜିତ ହେବ । ଏଥିପାଇଁ ଆଜି ସ୍ଥାନୀୟ ବୁଢ଼ିମା କଲ୍ୟାଣ ମଣ୍ଡପ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତି ୨ବର୍ଷରେ ଥରେ
Read More...

ପ୍ରମିଳା ମଲ୍ଲିକ ହେଲେ ବିଜେଡିର ବାଚସ୍ପତି ପ୍ରାର୍ଥୀ

ଭୁବନେଶ୍ୱର: ଯାଜପୁର ବିଞ୍ଛାରପୁର ବିଧାୟିକା ତଥା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବାଚସ୍ପତି ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଛି | ନୂଆଁଖାଇ ପାଇଁ ୨୧ ପରିବର୍ତ୍ତେ ୨୨ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ୨୧ ତାରିଖରେ ନାମାଙ୍କନ ଦାଖଲ ହେବାକୁ ଥିବା
Read More...

ଗଣେଶ ପୂଜାରେ ବାସି ଭୋଗ ଖାଇ ୫୦ରୁ ଊଦ୍ଧ୍ୱର୍ ଗୁରୁତର

ହରଭଙ୍ଗା:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ପଞ୍ଚାୟତ ଅନ୍ତର୍ଗତ ମୂଷାଢ଼ ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଗୋଟିଏ ପଟେ ପଶ୍ଚିମ ଓଡିଶା କୃଷି ଭିତ୍ତିକ ଗଣ ପର୍ବ ମହା ଆନନ୍ଦରେ ପାଳିତ ହେଉଥିବା ବେଳେ ଅନ୍ୟ ପଟେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ୫୦ରୁ ଉଦ୍ଧ୍ୱର୍ ଶିଶୁ ଓ
Read More...

ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଲାଗିଲା ନବାନ୍ନ

ବୌଦ୍ଧ,୨୦/୯:- ସମଗ୍ର ପଶ୍ଚିମ ଓଡିଶା ଆଜି ପାଳନ କରୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଳା ପୁରପଲ୍ଲୀ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ ୮ ଟାରେ ନବାନ୍ନ ଲାଗି
Read More...

ଗଣେଶ ମେଢ ବିସର୍ଜନ ବେଳେ ନାଗାବଳି ନଦୀରେ ଅଘଟଣ,ମା’ ସମ୍ମୁଖରେ ଭାସିଗଲା ପୁଅ

ରାୟଗଡା: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଘଟିଲା ଅଘଟଣ । ରାୟଗଡାର ନାଗାବଳି ନଦୀରେ ମୂର୍ତ୍ତି ବିସର୍ଜନ ସମୟରେ ମା' ସମ୍ମୁଖରେ ଭାସିଗଲା ୩୨ ବର୍ଷର ପୁଅ । ଆଉ ନଦୀରେ ନିଖୋଜ ପୁଅକୁ ଖୋଜାଖୋଜି କରୁଛି ରାୟଗଡା ଅଗ୍ନିଶମ ବାହିନୀ । ନିଖୋଜ ଜଣକ ରାୟଗଡା ଥାନା ଅନ୍ତର୍ଗତ ମାଙ୍କଡ଼ଝୋଲା ଗ୍ରାମର
Read More...

ବନ୍ଦେ ଭାରତ ଫାଇନାଲ ଟ୍ରାଏଲ

ପୁରୀ : ପୂର୍ଣ୍ଣ ଟ୍ରାଏଲରେ ରନ କରିଛି ରାଜ୍ୟରେ ଗଡିବାକୁ ଥିବା ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ଆଜି ଭୋର ୫ଟାରୁ ଟ୍ରାଏଲ ରନ ଆରମ୍ଭ କରିଛି ଏହି ସେମି ହାଇସ୍ପିଡ଼ ଟ୍ରେନ । ପ୍ରାୟ ୬ ଘଣ୍ଟାରେ ରାଉରକେଲା ପହଁଚିବାକୁ ଥିବା ଏହି ଏକ୍ସପ୍ରେସ ଟ୍ରେନଟି ପରେ ଅହରାହ୍ଣ ୨ଟା ୧୦ରେ
Read More...

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଦାହ ଲୀଳା ନୀତି

ପୁରୀ: ଶ୍ରୀକୃଷ୍ଣ ଜନ୍ମ ଅବସରରେ ଆଜି ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସଂଧ୍ୟାଧୂପ ବଢିବା ପରେ ଦାହଲୀଳା ନୀତି କରାଯିବ । ସେହିପରି ଆଜି ରୁଷି ପଞ୍ଚମୀ ଯୋଗୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ରହିଛି । ଆଜି ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ
Read More...

ମୋ ବସ୍‌-କାର ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୫ ଗୁରୁତର

ପୁରୀ : ପୁରୀ ବାଲିଘାଇ ଛକ ନିକଟରେ ମୋ ବସ୍‌ ବ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଚିକିତ୍ସାଧିନ ଅବସ୍ଥାରେ କାର ଚାଳକଙ୍କର
Read More...

ପୁରୀରେ ବିଶ୍ୱକର୍ମା କୌଶଳ ଯୋଜନାର ଶୁଭାରମ୍ଭ

ପୁରୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଛି ପିଏମ ବିଶ୍ୱକର୍ମା ଯୋଜନା । ପୁରୀ ଟାଉନ୍‌ ହଲରେ କେନ୍ଦ୍ର ମହିଳା ଶିଶୁ ଏବଂ ଆୟୁଷ ମନ୍ତ୍ରୀ ମୁଞ୍ଜପରା ମହେନ୍ଦ୍ରଭାଇ, ପୁରୀ ଓ ବ୍ରହ୍ମଗିରି ବିଧାୟକ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ରଙ୍କ
Read More...