ଫୁଲୁଛି ମହାନଦୀ, ହରଭଙ୍ଗା-ଧଳପୁର ଯୋଗାଯୋଗ ବିଚ୍ଛିନ୍ନ
ହରଭଙ୍ଗା : ମହାନଦୀରେ କୂଳରେ ଥିବା ହରଭଙ୍ଗା ବ୍ଲକର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାରୁ ଜଳ ନିୟନ୍ତ୍ରଣ କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ଗୋଟିଏ ପରେ ଗୋଟିଏ ଖୋଲୁଥିବାରୁ ମହାନଦୀ ଫୁଲୁଛି । ଫଳରେ ବୌଦ୍ଧ ଜିଲ୍ଲା ହରଭଙ୍ଗା!-->…
Read More...
Read More...