ସରକାରୀ ପଦାଧିକାରୀମାନଙ୍କର ମିଳିତ ସହଯୋଗରେ ଜିଲ୍ଲାର ଉନ୍ନତି ହୋଇପାରିବ : ସାଂସଦ

ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ମନିଟରିଂ କମିଟି (ଚତୁର୍ଥ ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଯେତେଗୁଡ଼ିଏ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରିନାହିଁ ସେଗୁଡ଼ିକୁ
Read More...

ମୋକିମ ଫାଉଣ୍ଡେସନ ପକ୍ଷରୁ “ଗୁରୁ ବନ୍ଦନା” କାର୍ଯ୍ୟକ୍ରମ ଆୟୋଜିତ

କଟକ : ମୋକିମ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଟାଉନ ହଲ ଠାରେ  ଗୁରୁ ଦିବସ ଉପଲକ୍ଷେ “ଗୁରୁ ବନ୍ଦନା” କାର୍ଯ୍ୟକ୍ରମ ମାଧ୍ୟମରେ କଟକ ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।  ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶୈଳବାଳା ମହିଳା
Read More...

ବୌଦ୍ଧ ବ୍ଲକରେ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୮/୯:- ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ବୌଦ୍ଧ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ସାମାଜିକ
Read More...

୭ଲକ୍ଷ ଟଙ୍କାର ମଦ ଓ ଗୁଡପୋଚ ଜବତ,୩ ଗିରଫ

ଆଠଗଡ: କଟକ ଜିଲ୍ଲା ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରାଯିବା ସହ ମଦ ପ୍ରସ୍ତୁତ ପାଇଁ ରହିଥିବା ଗୁଡପୋଚ ନଷ୍ଟ କରାଯାଇଛି । ଆଠଗଡ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ
Read More...

ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ

ପୁରୀ : ନନ୍ଦୋତ୍ସବ ନୀତିରେ ବିଳମ୍ବ ଯୋଗୁଁ ଅନିଦ୍ରା ରହିଲେ ମହାପ୍ରଭୁ । ଅର୍ଥାତ ଗତକାଲି ମହାପ୍ରଭୁ ପହୁଡ ହୋଇନାହାଁନ୍ତି । ଶ୍ରୀମନ୍ଦିରରେ ନନ୍ଦୋତ୍ସବ ନୀତି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଗତକାଲିର ସଂଧ୍ୟା ଆଳତୀ ଆଜି ଭୋର ୪ଟା ୧୫ରେ ସଂପନ୍ନ ହୋଇଥିଲା । ସେପଟେ
Read More...

ଆର୍‌ଟିଓଙ୍କ ଅଚାନକ ଚଢ଼ାଉ,ମଦ୍ୟପ ଯୁବକଙ୍କୁ ଜରିମାନା

ପୁରୀ : ଗୁରୁବାର ବିଳମ୍ବିତ ରାତ୍ରୀରେ ଆର୍‌ଟିଓ ରବିନ୍‌ ପଟ୍ଟନାୟକଙ୍କ ନେତୃତ୍ୱରେ ବଡ଼ଦାଣ୍ଡରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଅଚନାକ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟର ଜନୈକ ଯୁବକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଅଧିକାରୀମାନେ ଯୁବକଙ୍କୁ ଅଟକାଇ
Read More...

ଗଣତନ୍ତ୍ରର ସୁଦୃଢ ପାଇଁ “ମୁଁ ବି ମିତା’ କାର୍ଯ୍ୟକ୍ରମ

ଚମ୍ପୁଆ : ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ଆଜି ଗଣତନ୍ତ୍ରକୁ ସୁଦୃଢ କରିବାକୁ ନେଇ ମୁଁ ବି ମିତା କାର୍ଯ୍ୟକ୍ରମ ଉପ ଜିଲ୍ଲାପାଳ ସୁକାନ୍ତ ମାଝିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଶ୍ରୀଯୁକ୍ତ ମାଝି ଏଥିରେ ଯୁବ ଭୋଟରମାନଙ୍କୁ ସଚେତନ କରିବା ସହ ନିଜର ମତଦାନ ପାଇଁ ହକ
Read More...

ପାରିଶ୍ରମିକ ପାଇଁ ପୁରୁଣାକଟକ ରେଳବାଇ ପ୍ରକଳ୍ପ କାର୍ଯ୍ୟାଳୟରେ ହଟ୍ଟଗୋଳ କଲେ ଶ୍ରମିକ

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ଶ୍ରମିକମାନେ ପାରିଶ୍ରମିକ ଅର୍ଥ ନ ପାଇ ଅଫିସରେ ତାଲା ପକାଇବା ସହିତ ହଟ୍ଟଗୋଳ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ର ବାରିଗିଂ , କରଞ୍ଜକଟା, ସୋରିଷ ପଖାଳ ଆଦି
Read More...

ମୋ ସ୍କୁଲ, ମୋ କଲେଜ ଅଭିଯାନର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ.ଏମ.ସି.ଏସ ମହାବିଦ୍ୟାଳୟରେ ମୋ ସ୍କୁଲ ମୋ କଲେଜ ଆନୁକୂଲ୍ୟରେ ବୃକ୍ଷ ରୋପଣ ଓ ପଦଯାତ୍ରା କରି ଜନସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି, ଟିକାବାଲି ବନାଞ୍ଚଳ ଅଧିକାରୀ ବିନ୍ଦୁ ପ୍ରସାଦ ପ୍ରଧାନ, ବ୍ଲକ ଗୋଷ୍ଠୀ
Read More...

ବୃକ୍ଷକଟା ପ୍ରତିବାଦରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ପାଟଣାଗଡ:ରାସ୍ତା ପ୍ରଶସ୍ତିକରଣ ନାଁରେ ଶହ ଶହ ବର୍ଷର ପୁରୁଣା ବୃକ୍ଷ କାଟୁଥିବାରୁ ପରିବେଶ ପ୍ରତି ବିପଦ ସଙ୍କେତ । ଦିନ ଥିଲା ପାଟଣା ମହାରାଜ ବଳରାମ ସିଂଦେଓ ଶାସନ କରୁଥିଲେ । ତାଙ୍କ ରାଜୁଡ଼ା ଅମଳରେ ରାଜାଙ୍କ ନିର୍ଦ୍ଦେଶ ମୁତାବକ ପ୍ରଜାମାନେ କାମ କରୁଥିଲେ । ରାଜାଙ୍କ ନିର୍ଦ୍ଦେଶ
Read More...