ସ୍ୱାଧୀନତା ଉତ୍ତମ ବୁଝାମଣା ଓ ବିକାଶ ଆଡକୁ ଯାତ୍ରାର ମନ୍ତ୍ର : ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ
ପୁରୀ :ସ୍ୱାଧୀନତା ଶୃଙ୍ଖଳା,ଶାନ୍ତି ଓ ଉତ୍ତମ ବୁଝାମଣା ମଧ୍ୟରେ ବିକାଶ ଆଡ଼କୁ ଯାତ୍ରା କରିବାର ମୂଳ ମନ୍ତ୍ର। ଏହା ସ୍ୱଛାଚାରିତା ନୁହେଁ। ଜାତୀୟତା, ସ୍ୱଦେଶ ପ୍ରୀତି, ସହଯୋଗ, ସଂପ୍ରୀତି ଓ ଦେଶର ଉନ୍ନତି ପାଇଁ ଏକତାବଦ୍ଧ ହୋଇ କାର୍ଯ୍ୟ କରିବାକୁ ପାଇଁ ଆହ୍ବାନ ଦେଇଛନ୍ତି ସଂସଦୀୟ ବ୍ୟାପାର!-->…
Read More...
Read More...