ଗଞ୍ଜେଇ ସହ ସ୍କୁଟି ଜବତ,ଦୁଇ ଗିରଫ
କଟକ: କଟକ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ମଣ୍ଡଳୀ - ଆଠଗଡ ରାସ୍ତାର ବାଉଁସଦଣ୍ଡା ପେଟ୍ରୋଲ ପମ୍ପ ନିକଟରୁ ଏକ ସ୍କୁଟିରେ ଚାଲାଣ ହେଉଥିବା ଗଞ୍ଜେଇ ଜବତ କରାଯାଇଛି । ଚୋରା ଚାଲାଣରେ ବ୍ୟବହୃତ ସ୍କୁଟିକୁ ବିଭାଗୀୟ ଅଧିକାରୀ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ!-->…
Read More...
Read More...