ରାସନ ଚାଉଳ ନ ପାଇବାରୁ ହିତାଧିକାରୀଙ୍କ ରାସ୍ତାରୋକ, ବିଡିଓଙ୍କ ପ୍ରତିଶୃତି ପରେ ହଟିଲା
ହରଭଙ୍ଗା ,୧୦/୮:- ତିନି ମାସର ରାସନ ଚାଉଳ ନ ପାଇବାରୁ ରାଜରାସ୍ତା ରୋକ କରିଥିଲେ ଦୁଇଟି ଗ୍ରାମର ଗ୍ରାମବାସୀ । ପରେ ହରଭଙ୍ଗା ବିଡିଓଙ୍କ ପ୍ରତିଶୃତି ପରେ ରାଜରାସ୍ତା ସ୍ୱାଭାବିକ ହୋଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତର ନୂଆପଡା ଓ!-->…
Read More...
Read More...