ଶୀତ ପ୍ରକୋପରୁ ମିଳିବ ଆଶ୍ୱସ୍ତି
ଭୁବନେଶ୍ୱର: ରାଜ୍ୟରେ ଶୀତ ପ୍ରକୋପରୁ ମିଳିବ ଆଶ୍ୱସ୍ତି । ଉପରମୁହାଁ ହେବ ରାତି ତାପମାତ୍ରା । କମିବ ଶୀତର ପ୍ରଭାବ । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ଏଭଳି ପୂର୍ବାନୁମାନ ଦେଖାଇଛି ପାଣିପାଗ ବିଭାଗ । ଗତ କିଛିଦିନ ଧରି!-->…
Read More...
Read More...