୧୫ ଆଇପିଏସଙ୍କୁ ମିଳିଲା ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ
ଭୁବନେଶ୍ୱର : ଆଇନଶୃଙ୍ଖଳା ସଜାଡିବା ପାଇଁ ବୁଧବାର ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି। ୧୫ ଜଣ ଆଇପିଏସ ଅଧିକାରୀଙ୍କୁ ୧୭ଟି ଜିଲାର ସ୍ୱତନ୍ତ୍ର ନିରୀକ୍ଷଣ ଓ ତଦାରଖ ଦାୟିତ୍ୱ ପ୍ରଦାନ କରାଯାଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କୁ ବାଲେଶ୍ୱର ଓ ଭଦ୍ରକ ଜିଲାର!-->…
Read More...
Read More...