ସାଂସଦ ପଦ ଫେରିପାଇଲେ ରାହୁଲ, ପୁରୀ ଜିଲ୍ଲା କଂଗ୍ରେସ କର୍ମୀ ଖୁସି ମନାଇଲେ
ପୁରୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ନିଜର ଲୋକସଭା ସଦସ୍ୟତା ପଦ ଫେରି ପାଇଛନ୍ତି । ମୋଦି ସର୍ ନେମ୍ ମାମଲା ରେ ଦଣ୍ଡିତ ହୋଇଥିବା ରାହୁଲ ଗାନ୍ଧୀଙ୍କ ଜେଲ ଦଣ୍ଡାଦେଶ ଉପରେ ସୁପ୍ରୀମକୋର୍ଟ ରହିତାଦେଶ ଲାଗୁ କରିବା ପରେ ପୁଣି ରାହୁଲ ଗାନ୍ଧୀ ଲୋକସଭା ସଭ୍ୟ ପଦ ଫେରି ପାଇଛନ୍ତି ।!-->…
Read More...
Read More...