ସମାଜସେବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ପୁରୀ: ସମାଜସେବୀ ତଥା ଧର୍ମପ୍ରାଣ ମହିଳା ଶକୁନ୍ତଳା ମିଶ୍ରଙ୍କ ପରଲୋକ ଗମନ ର ଏକାଦଶ ଦିବସରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବାସଭବନରେ ଆୟୋଜିତ ଏହି ସ୍ମୃତି ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରି ସ୍ୱର୍ଗତା ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ!-->…
Read More...
Read More...