ଆର୍ଟକୁ ନେଇ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସ୍ୱପ୍ନ ,ରାୟଗଡା ସହରର ସୌନ୍ଦର୍ଯ୍ୟ ବଢାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର
ରାୟଗଡା: ରାୟଗଡା ସହରର ବ୍ଳକ କଲୋନୀ କାନ୍ଥରେ ଶୋଭା ପାଉଛି ଜେଡି ଆର୍ଟ’ର ୩ଡି ଭଳି ଚିତ୍ର । ଏହି ଭଳି ଚିତ୍ରଗୁଡିକ ସହରର ବିଭିନ୍ନ ସ୍ଥାନରେ ଆଙ୍କି ସହରର ସୈାନ୍ଦଯ୍ୟ ବଢାଇବା ସହ ଯୁବ ପିଢୀ ଆର୍ଟ ଭଳି କ୍ଷେତ୍ରରେ ମଧ୍ୟ ନିଜର ସୁନ୍ଦର ଭବିଷ୍ୟତ ଗଢି ପାରିବେ ବୋଲି କହିଛନ୍ତି ଯୁବ!-->…
Read More...
Read More...