ବନ୍ଦ ଥିବା ସ୍କୁଲ ଖୋଲିବାକୁ ବିଚାର କରୁଛନ୍ତି ସରକାର-ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ବନ୍ଦ ହୋଇଥିବା ୨୦ରୁ ଅଧିକ ପିଲା ଥିବା ସ୍କୁଲ ଖୋଲିବାକୁ ବିଚାର କରୁଛନ୍ତି ସରକାର । ପୂର୍ବ ସରକାର ତରବରିଆ ଭାବେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇଥିଲେ । ଏହାକୁ ବଦଳାଇବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଯେଉଁ ଜିଲ୍ଲାରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ଅଛି,
Read More...

ଦିଲ୍ଳୀ ଫେରିଗଲେ ରାଷ୍ଟ୍ରପତି

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତ ସାରି ଆଜି ସକାଳୁ ଦିଲ୍ଳୀ ଫେରିଯାଇଛନ୍ତି। ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ପକ୍ଷରୁ କଡା ସୁରକ୍ଷାରେ ରାଜଭବନରୁ ବାହାରିଥିଲେ ରାଷ୍ଟ୍ରପତି । ଏୟାରପୋର୍ଟରେ ରାଷ୍ଟ୍ରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ
Read More...

ପିପିଲି ପୋଲିସକୁ ବଡ଼ ସଫଳତା, ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ପୁରୀ-ପିପିଲି ପୋଲିସକୁ ବଡ଼ ସଫଳତା l ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ୩୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ପିପିଲି ଥାନା ପୋଲିସ ୨୬୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ପିପିଲି ଥାନା ଅନ୍ତର୍ଗତ
Read More...

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି ।ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ପରେ ତାଙ୍କ କାରକେଡ ସିଧାସଳଖ ରାଜଭବନ ଅଭିମୁଖେ ଯାଇଥିବା
Read More...

ଦର୍ଶକଙ୍କ ମନ ଜିଣିଛି “ଦେ ଦେ ପ୍ୟାର ଦେ 2” , ସପ୍ତାହର ଆୟ ରହିଛି ଅପରିବର୍ତ୍ତିତ

ସୁପରଷ୍ଟାର ଅଜୟ ଦେବଗନଙ୍କ ରୋମାଣ୍ଟିକ ଫିଲ୍ମ ଦେ ଦେ ପ୍ୟାର ଦେ ୨ କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ବରଂ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ନିଜର ଛାପ ସୃଷ୍ଟି କରିଛି। ଦେ ଦେ ପ୍ୟାର ଦେ ୨ ଏହାର ପ୍ରଭାବଶାଳୀ ବିଦେଶ ସଂଗ୍ରହ ସହିତ ସମସ୍ତଙ୍କୁ ପ୍ରଭାବିତ କରିଛି। ସମ୍ପ୍ରତି ବିଶ୍ୱବ୍ୟାପୀ ₹100
Read More...

ଭାରତ ଆଉ ଗୋଟିଏ ଭୁଲ, ଆଶାରେ ରହିଯିବ WTC ଫାଇନାଲ୍ ଟିକେଟ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ୨-୦ରେ ଲଜ୍ଜାଜନକ ଟେଷ୍ଟ୍ ସିରିଜ୍ ପରାଜୟ ପରେ ଭାରତୀୟ ଦଳର ଅସୁବିଧା ବଢ଼ିଯାଇଛି। ସବୁଠାରୁ ବଡ଼ ଟେଷ୍ଟ ପରାଜୟ ପରେ, ଭାରତ ICC ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ଗୋଟିଏ ସ୍ଥାନ ଖସିଯାଇଛି। ଭାରତ ଏବେ 48.15% ପଏଣ୍ଟ ସହିତ 5ମ
Read More...

ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା, ୯୧ ଅଧିକାରୀଙ୍କ ଦରମା ବନ୍ଦ

ଭୁବନେଶ୍ଵର : ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା। ୯୧ ଅଧିକାରୀଙ୍କ ଦରମା ବନ୍ଦ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ କାର୍ଯ୍ୟାନୁଷ୍ଠାନ। ତାଲିକାରେ କଟକ ଗ୍ରାମାଞ୍ଚଳ ଏସପି, ସିଏମସି କମିଶନର, କଟକ ସିଡିଏମଓ, ଡିଇଓ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସକ, ଆଠଗଡ଼ ଉପ-ଜିଲ୍ଲାପାଳ,
Read More...

ଦେଶର ପ୍ରଥମ ଘରୋଇ ରକେଟ୍ ଉନ୍ମୋଚନ କଲେ ମୋଦୀ

 ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ମୋଦୀ ହାଇଦ୍ରାବାଦରେ ସ୍କାଏରୁଟ୍ ଏରୋସ୍ପେସର ଇନଫିନିଟି କ୍ୟାମ୍ପସ୍ ଉଦଘାଟନ କରିଛନ୍ତି ଏବଂ ବିକ୍ରମ-୧ ଉନ୍ମୋଚନ କରିଛନ୍ତି । ଏହା ଭାରତର ପ୍ରଥମ ଘରୋଇ ରକେଟ ଯାହା କକ୍ଷପଥରେ
Read More...

ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ, ଅହରାହ୍ନରେ ଗୃହରେ ଅଭିଭାଷଣ ରଖିବେ ମହାମହିମ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପୂର୍ବତନ ସଦସ୍ୟ ସ୍ବର୍ଗତ ହେମେନ୍ଦ୍ର ପ୍ରସାଦ ମହାପାତ୍ର, ପୂର୍ବତନ ସଦସ୍ୟ
Read More...

୧ରୁ ଭକ୍ତଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ- ଖୋଲିବ ଗୁଣ୍ଡିଚା ମନ୍ଦିର ଆଉ ଭକ୍ତ ନେବେ ନୂଆ ଅନୁଭୂତି। ଆସନ୍ତା ଡିସେମ୍ବର ୧ ତାରିଖରୁ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ | ପ୍ରାୟ 6 ବର୍ଷ ପରେ ମହାପ୍ରଭୁଙ୍କ ଜନ୍ମବେଦୀ ବୁଲି ଦେଖିବେ ଶ୍ରଦ୍ଧାଳୁ। କିନ୍ତୁ ଭକ୍ତଙ୍କ ଗୁଣ୍ଡିଚା ମନ୍ଦିର ପ୍ରବେଶ ପାଇଁ ଟିକେଟ୍
Read More...