ଫାଇଭ୍-ଟି ସଚିବଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଜିଲ୍ଲା ପ୍ରଶାସନ
ଦଶପଲ୍ଲା :ଆସନ୍ତା ୨୦ ତାରିଖ ଦିନ ଫାଇଭ୍-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନୟାଗଡ଼ ଜିଲ୍ଲା ଗସ୍ତ ଅବସରରେ ଦଶପଲ୍ଲା ଆସିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଚଳଚଂଚଳ ହୋଇପଡିଛି । ଏଥିପାଇଁ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ ଏବଂ ନୟାଗଡ଼ ଏସ୍ପି ରାହୁଲ ଜୈନ ଆସି!-->…
Read More...
Read More...