ମୂଲ୍ୟବାନ କାଠ ସହ କରତ ଜବତ

ନୟାଗଡ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ପରାଢିପି ପଂଚାୟତ ଅଧିନସ୍ଥ କରଡାପଲ୍ଲୀ ନିକଟରୁ ବନବିଭାଗ ପକ୍ଷରୁ ମୂଲ୍ୟବାନ କାଠ ସହ ଏକ କରତ ଜବତ କରାଯାଇଛି । ସୂଚନା ମୁତାବକ ମହିପୁର ବନଖଣ୍ଡ ଅଧିନସ୍ଥ ବନପାଳ ସୂର୍ଯ୍ୟକାନ୍ତ ମହାରଣା ବିଶେଷ ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।
Read More...

ଇଲେକ୍ଟ୍ରି ପୋଲକୁ ଧକ୍କା ଦେଲା କାର, ୨ ଗୁରୁତର

ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ଜାତୀୟ ରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ମୁତାବକ ଗତକାଲି ରାତି ୨ଟା ସମୟରେ ବରଗଡରୁ ଭୁବନନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ରାସ୍ତାର ଡାହାଣ ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ପୋଲରେ ଶକ୍ତ ଧକ୍କା ଦେଇଥିଲା । କାର ଚାଳକ ସହିତ ୩
Read More...

ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସାମୁହିକ ଅଭ୍ୟାସ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓସ୍ୱାନ କେନ୍ଦ୍ରରୁ ଆଭାସୀ ଜରିଆରେ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ମାସ ୧୮ରେ (
Read More...

ଜାତୀୟ ରାଜପଥ ପାର ହେଲେ ୭ଟିକିଆ ହାତୀ ପଲ, ଭିଡିଓ ଭାଇରାଲ

ହରଭଙ୍ଗା : .ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ମାଧପୁର ବାଣିଗୋଚ୍ଛା ରାସ୍ତାର ମଧ୍ୟ ଭାଗରେ ଏକ ହାତୀପଲ ଉକ୍ତ ଜାତୀୟ ରାଜପଥ ଅତିକ୍ରମ କରୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ସୂଚନା ଥାଉକି ଦୁଇ ଦିନ ତଳେ ଏଇ ରାସ୍ତା ଅତିକ୍ରମ କରୁଥିଲେ
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ୍‌ ପାରିତ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ୭ ଦିନ ବାକିଥିବା ବେଳେ ଆଜି ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ
Read More...

ପଶ୍ଚିମବଙ୍ଗ ଚାଲାଣ ବେଳେ ତାଳ ପଟା ଜବତ

ହରଭଙ୍ଗା: କିଛି ଦିନ ତଳେ ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁଙ୍କ ଉତ୍ତମ ପ୍ରୟାସ ଦେଖିବାକୁ ମିଳିଥିଲା । ଏପରିକି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିଭିନ୍ନ ସମୟରେ ପ୍ରୋତ୍ସାହନ ଯୋଗାଇବା ପାଇଁ ତାଳ ଖଜୁରୀରୁ ସଂଗ୍ରହ କରି କିପରି ଗୁଡ଼ ପ୍ରସ୍ତୁତ ହୋଇପାରିବ ନେଇ ଉଦ୍ୟମ ଜାରି
Read More...

ବିଡ଼ିଓଙ୍କ ଦ୍ୱାରା ଭତ୍ତା ବଣ୍ଟନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ ବିଭିନ୍ନ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ହାତରେ ହିତାଧିକାରୀ ମାନଙ୍କୁ ଭତ୍ତା ଟଙ୍କା ବଣ୍ଟନ କରିଛନ୍ତି । ନନ୍ଦାହାଣ୍ଡି ବ୍ଲକରେ ଦାୟିତ୍ୱ ଗ୍ରହଣ ପରଠୁ ଚର୍ଚ୍ଚିତ
Read More...

ଗୋରୁ ଚାଲାଣ ବନ୍ଦ ପାଇଁ ଥାନାରେ ଅଭିଯୋଗ କଲା ଶ୍ରୀରାମ ସେନା

ହରଭଙ୍ଗା : ଅସହ୍ୟ ଗ୍ରୀଷ୍ମ ତାତି, ଲୋକେ ଦିନ ଆଠଟା ବାଜିଗଲେ ଘରୁ ବାହାରି ପାରୁନାହାନ୍ତି । ଏଭଳି ସ୍ଥିତିରେ ଗୋରୁ ବେପାରୀମାନେ ଶହ ଶହ ଗୋରୁଙ୍କୁ ଟାଣ ଖରାରେ ୫୭ ଜାତୀୟ ରାଜପଥ ଦେଇ ଚଳାଇ ଚଳାଇ ନେଉଥିବା ବେଳେ ପ୍ରଶାସନ ହେଉ କି ସ୍ଥାନୀୟ ପୋଲିସ ହେଉ ନୀରବ ଦ୍ରଷ୍ଟା ସାଜିଛନ୍ତି । ଏହାକୁ
Read More...

ବିଧାୟକଙ୍କ ମହାନତା, ଅସହାୟଙ୍କ ଶିକ୍ଷା ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି

ନନ୍ଦାହାଣ୍ଡି : ଜିଲ୍ଲା ନବରଙ୍ଗପୁର ବ୍ଲକ ନନ୍ଦାହାଣ୍ଡି ପଞ୍ଚାୟତ ଦହଣା ଗ୍ରାମ ଅଣ୍ଟାସରରେ ରହନ୍ତି ତିନି ବାପା ଛେଉଣ୍ଡ ଝିଅ ଓ ଜଣେ ପୁଅ । ଘରେ ରୋଜଗାର କହିଲେ ବିଧବା ମା କମଳା ହରିଜନ, କୁଲି ମଜୁରି କରି ଘର ଚଳାଉଛନ୍ତି । ବାପା ଭବାନୀ ହରିଜନ ଆର ପାରିରେ, ହେଲେ ବିଧବା ମା ଘର ଚଳେଇବେ ନା
Read More...

ବାର ଦିନରେ ପହଞ୍ଚିଲା ଅମଲା ହରତାଳ : ଠପ ହୋଇ ପଡିଛି କଣ୍ଟାମାଳ କାର୍ଯ୍ୟାଳୟ

କଣ୍ଟାମାଳ: ରାଜ୍ୟ ଅମଲା ସଂଘର ଆହ୍ୱାନ କ୍ରମେ ଆରମ୍ଭ ହୋଇ ଥିବା ଅମଲା ହରତାଳ ଆଜି ଦୀର୍ଘ ବାର ଦିନରେ ପହଞ୍ଚି ଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଅମଲା ଶୂନ୍ୟ ହୋଇ ପଡିଛି, ଫଳରେ କାର୍ଯ୍ୟାଳୟ ଗୁଡିକର ଫାଇଲ ଆଲମିରାର ଚାରି କାନ୍ଥରୁ ବାହାରି ନପାରି କାର୍ଯ୍ୟାଳୟ ଗୁଡିକର
Read More...