ପୁରୀ ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରା

ପୁରୀ : ପୁରୀ ଜିଲ୍ଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ଆଇନ ସଚେତନତା ଶୋଭାଯାତ୍ରାକୁ ଆଜି ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଉଦଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ ଆୟୋଜିତ ଏହି ଶୋଭାଯାତ୍ରା ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ମାର୍କେଟ ଛକ
Read More...

ଇଣ୍ଟିଗ୍ରେଟେଡ ବିଏଡ୍, ଏମ୍‌ଏଡ୍ ଡିଗ୍ରୀଧାରୀଙ୍କୁ ଆବେଦନ ଲାଗି ସୁଯୋଗ, ଜୁଲାଇ ପହିଲାକୁ ଘୁଞ୍ଚିଲା ଓଟିଇଟି

କଟକ ୧୨/୦୬: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି)-୨୦୨୨ ପରୀକ୍ଷା ଲାଗି ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଉକ୍ତ ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଏମାନଙ୍କୁ ଓଟିଇଟି ପରୀକ୍ଷା ଦେବା ପାଇଁ
Read More...

ଡୁଙ୍ଗୁରିପାଲି ଥାନା ପରିସରରେ ମେଗା ରକ୍ତଦାନ ଶିବିର

ସୁବର୍ଣ୍ଣପୁର : ଆଜି ଜିଲ୍ଲାର ଡୁଙ୍ଗରିପାଲି ଥାନା ପରିସରରେ ମୋ-ସରକାର ଆନୁକୂଲ୍ୟରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ଅନୁଷ୍ଠାନିକ ଭାବେ ମୁଖ୍ୟ ଅତିଥି ମାନ୍ୟବର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦଘାଟନ କରିଥିବା
Read More...

ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ

ପୁରୀ : ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ନିଗମ ପକ୍ଷରୁ ପୁରୀ ନୀଳାଚଳ ଅର୍ବାନ ହାଟ ପରିସରରେ ରାଜ୍ୟ ସ୍ତରୀୟ ହସ୍ତତନ୍ତ ମେଳା ରଜ ଉତ୍ସବ ଆଜି ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ବୟନିକାର ପରିଚାଳନା ସଭାପତି ପ୍ରକାଶ ଚନ୍ଦ୍ର ମେହେର ଏହାକୁ ଉଦଘାଟନ କରିବା ସହ ଓଡ଼ିଶାର ଏକ ପ୍ରମୁଖ ଉତ୍ସବ ରଜ
Read More...

ଜାତୀୟ ସୁନ୍ଦରୀ ପ୍ରତିଯୋଗୀତାରେ ଡାକ୍ତର ପୁରସ୍କୃତ

ପାରଳାଖେମୁଣ୍ଡି : ନାଗପୁରଠାରେ ଏକ ଭାରତୀୟ ଘରୋଇ କମ୍ପାନୀ ଦ୍ୱାରା ଡାକ୍ତରମାନଙ୍କୁ ନେଇ ଏକ ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ କରିଥିଲା । ଏହି କାର୍ଯ୍ୟକ୍ରମର ନାମ ଥିଲା "ମେଡିକୋ ଡିଭା' । ଏଥିରେ ସୁନ୍ଦରୀ ପ୍ରତିଯୋଗିତାରେ ପାରଳାଖମୁଣ୍ଡିର ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର
Read More...

ବଡଦାଣ୍ଡରେ ଉଡିବନି ଡ୍ରୋନ, କଟକଣା ଲଗାଇଲା ପ୍ରଶାସନ

ପୁରୀ : ଡ୍ରୋନ୍‌ ଉଡାଣ ଉପରେ କଟକଣା । ଶ୍ରୀଗୁଣ୍ଡିଚା ଯାତ୍ରାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଡ୍ରୋନ୍‌ କ୍ୟାମେରା ଉଡ଼ାଇବା ଉପରେ କଟକଣା । ଭକ୍ତ ଓ ରଥଯାତ୍ରା ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ଏହି ପଦକ୍ଷେପ ।କେବଳ ପୁରୀ ପୋଲିସ ପ୍ରଶାସନ
Read More...

୧୩ରେ ବସିବ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ : ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା । ତେବେ ଏହାକୁ କିଭଳି ସୁରୁଖୁରରେ ଆୟୋଜନ କରିହେବ ସେଥି ପାଇଁ ଆସନ୍ତା ୧୩ ତାରିଖରେ ତୃତୀୟ ରଥଯାତ୍ରା ସମନ୍ୱୟ କମିଟି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂରେ ଏହି ବୈଠକର ଅଧ୍ୟକ୍ଷତା
Read More...

ନୂଆପଡା ଜିଲ୍ଲା ପ୍ରେସ କ୍ଳବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ସ୍ଥିତ ବଗିଚାରେ ନୂଆପଡା ଜିଲ୍ଲା ପ୍ରେସ କ୍ଳବର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ରାଜ୍ୟ ଏବଂ ଦେଶର ଅତି ଦୁଃଖଦ ମାହାନଗା ରେଳ ଦୁର୍ଘଟଣା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ରେଳ ଦୁର୍ଘଟଣାରେ ୨୮୮ ଜଣ ଯାତ୍ରୀଙ୍କ
Read More...

ନୃଶଂସ : ଉଲଗ୍ନ ଦେହରେ ପଥର ରଖି ହତ୍ୟା

ହରଭଙ୍ଗା :ନୃଶଂସ ହତ୍ୟା କାଣ୍ଡ, ହତ୍ୟା ପରେ ମର ଶରୀର ଉପରେ ପଥର ଲଦା ହୋଇଛି ଜୈନିକ ମହିଳାଙ୍କୁ । ଖରଭୂଇଁ କ୍ରସର ନିକଟବର୍ତ୍ତୀ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଠାବ କରାଯାଇଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଛତ୍ରଙ୍ଗ ପଂଚାୟତର ଖରଭୁଇଁ କ୍ରସର ନିକଟ ଜଙ୍ଗଲରେ
Read More...

ବାପା ମାଁ ଛେଉଣ୍ଡ ଝିଅକୁ ସାହାଯ୍ୟ କଲେ ହରଭଙ୍ଗା ବିଡ଼ିଓ

ହରଭଙ୍ଗା: ଦିନ ଥିଲା ବାପା, ମାଁ, ଭାଇ ଭଉଣୀଙ୍କୁ ନେଇ ସୁଖଦୁଃଖରେ ପରିବାରଟି ଚାଲୁଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା କେତେବେଳେ ଯେ କାହାର କଣ ଘଟିବ କେହି ଜାଣଁନ୍ତି ନାହିଁ । ଚାହୁଁ ଚାହୁଁ ପ୍ରଥମେ ମାଁ ସ୍ୱର୍ଗବାସି, ପୁଣି ବର୍ଷେ ତଳେ ଘରର ବଡ଼ ପୁଅଙ୍କ ହଠାତ ଅକାଳ ବିୟୋଗ । ଏସବୁ
Read More...