ରଥଯାତ୍ରା ପାଇଁ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ପୁରୀ :ଆଉ ମାତ୍ର ୮ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ଜାରି ରହିଛି ଘନଘନ ସମୀକ୍ଷା ଓ ପ୍ରସ୍ତୁତି ପର୍ବ । ତେବେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାପିଡ଼ ଆକ୍ସନ ଫୋର୍ସଙ୍କୁ ମନ୍ତ୍ରଣା ଦେଇଛନ୍ତି ପୁରୀ ଏସପି ଡ. କନୱର ବିଶାଳ ସିଂ ।
Read More...

ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ରେଳଷ୍ଟେସନରେ ରେଳ ପୂଜା

ପୁରୀ : ବାହାନଗା ଠାରେ ରେଳ ଦୁର୍ଘଟଣା ପରେ ପୁରୀ ରେଳଷ୍ଟେସନରେ ରେଳ ପୂଜା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ କରାଯାଇଛି ରେଳ ପୂଜା । ପୁରୀ ରେଳଷ୍ଟେସନ ୭ ନଂ ପ୍ଲାଟଫର୍ମରେ ଥିବା ପୁରୀ-ଆନନ୍ଦ ଟର୍ମିନାଲ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନକୁ ଶ୍ରୀଫଳ, ଫୁଲ, ଫଳ, ଧୂପ ଓ ଦୀପ ଅର୍ପଣ କରାଯାଇ
Read More...

ଜୟ ନାରାୟଣ ପଟ୍ଟନାୟକ ଜିଲ୍ଲା କଂଗ୍ରେସ ସଭାପତି

ପୁରୀ:ଜୟ ନାରାୟଣ ପଟ୍ଟନାୟକ ପୁରୀ ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଭାବେ ମନୋନୀତ ହୋଇଛନ୍ତି।ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାର୍ଜୁନ ଖଡ୍ ଗେ ଶ୍ରୀ ପଟ୍ଟନାୟକଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏଥିପାଇଁ
Read More...

ପିଛା ଛାଡୁନି ଦୁର୍ଘଟଣା : ଦୁର୍ଗ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସରେ ନିଆଁ

ନୂଆପଡ଼ା : ନୂଆପଡା ଜିଲ୍ଲା ଓଡିଶା ପିଛା ଛାଡୁନି ଦୁର୍ଘଟଣା । ପୁଣି ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ପୁରୀ-ଦୁର୍ଗ ଏକ୍ସପ୍ରେସରେ ଲାଗିଲା ନିଆଁ । ସୁଚନାଯୋଗ୍ୟ ଯେ ନୂଆପଡା ଖରିଆର ରୋଡ୍‌ ଷ୍ଟେସନ୍‌ ନିକଟରେ ଗତକାଲି ରାତି ୧୦ ଟା ସମୟରେ ଏଭଳି ଅଘଟଣ ଘଟିଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ
Read More...

ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲା ଦିନିକିଆ ଗସ୍ତରେ ରାଜ୍ୟ ସରକାରଙ୍କ ତିନି ମନ୍ତ୍ରୀ । ରାଜ୍ୟ ଜଙ୍ଗଲ ପରିବେଶ ଓ ପଂଚାୟତରାଜ, ପାନୀୟ ଜଳ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଗ୍ରାମ୍ୟ ଉନ୍ନୟନଓ ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଂଜନ ଘଡ଼ାଇ
Read More...

ଭବାନୀପାଟଣାଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ

ଭବାନୀପାଟଣା: ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ବ୍ଲକ,
Read More...

ଗଜପତିରେ +୨ କଳାରେ ୮୧.୫୪ ଓ ଧନ୍ଦାମୂଳକରେ ୪୭.୬୯ ପ୍ରତିଶତ ପାସହାର

ପାରଳାଖେମୁଣ୍ଡି, ୮ା୬ : ଗଜପତି ଜିଲ୍ଲାରେ +୨ କଳା ଏବଂ ଧନ୍ଦାମୂଳକ (ଭକେଶନାଲ) ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଛି । ଫଳାଫଳ ସନ୍ତୋଷଜନକ ରହିଥିବା ବେଳେ କଳାରେ ୮୧.୫୪ ଏବଂ ଧନ୍ଦାମୂଳକ ପରୀକ୍ଷାରେ ୪୭.୬୯ ପ୍ରତିଶତ ପାସହାର ରହିଥିବାର ଜଣାପଡିଛି । +୨ କଳାରେ ଜିଲ୍ଲାରେ ମୋଟ ୩୫୭୭ ଜଣ ଫର୍ମ
Read More...

ବୋଲେରୋ ପିକ୍‌ ଅପ୍‌ ଓ ମୋଟରସାଇକେଲ ସହ ୨୮୫ କେଜି ଗଞ୍ଜେଇ ଜବତ,ଦୁଇ ଆନ୍ତଃ ରାଜ୍ୟ ମାଫିଆ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ପୁଣି ଏକ ବଡ଼ ସଫଳତା । ବେଆଇନ୍‌ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ୍‌ ଓ ଗୋଟିଏ ମୋଟରସାଇକେଲ ସହ ୨୮୫ କେଜି ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଘଟଣାରେ ଦୁଇଜଣ ଆନ୍ତଃ
Read More...

ନକଲି ସୁନା ବିକ୍ରୀ କରି ଲୋକଙ୍କ ହାତରେ ଧରା ପଡ଼ିଲେ ଦୁଇ ଠକ, ଥାନାରେ ଅଟକ

ଖଡିଆଳ : ନୂଆପଡା ଜିଲ୍ଲାର ଖଡିଆଳ ଓ ବୋଡ଼ନ ଅଞ୍ଚଳରେ ନକଲି ସୁନାକୁ ନେଇ ଲୋକଙ୍କୁ ଠକି ବିକ୍ରୀ କରୁଥିବା ଦୁଇ ଠକଙ୍କୁ ଆଜି ଖଡିଆଳ ବସଷ୍ଟାଣ୍ଡ ଠାରେ ଲୋକେ ଧରି ଖଡିଆଳ ପୋଲିସ କୁ ଜୀମା ଦେଇଛନ୍ତି । ଏହି ଦୁଇ ଠକ ନକଲି ମାଳି ଧରି ଲୋକଙ୍କ ନିକଟକୁ ଯାଇ ଠିକା ସଂସ୍ଥାର ଜେସିବି ଗାଡ଼ି ଚାଳକର
Read More...

ଶଗଡିଆ କ୍ଷୁଦ୍ର ଜଳସେଚନ ଡ୍ୟାମରୁ ଖରିଫ ଚାଷ ପାଣି ପାଇଁ ଚିନ୍ତାରେ ଚାଷୀ

ହରଭଙ୍ଗା :ବୌଦ୍ଧ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ପୁରୁଣାକଟକ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ହରଭଙ୍ଗା ଠାରେ ଶଗଡିଆ ନାଳ କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ହରଭଙ୍ଗା, ବୁକେସିଙ୍ଗା, କୁଡାସିଙ୍ଗା, ଡିଆଁଘାଟ, ସୁରୁଣ୍ଡି ଆଦି ଗ୍ରାମର ୬ଶହ ଏକରରୁ ଉର୍ଦ୍ଧ୍ୱ ଚାଷ ଜମି ଜଳସେଚିତ ହେବା
Read More...