ରଥଯାତ୍ରାରେ ମୁତୟନ ହେବେ ୧୮୦ ପ୍ଲାଟୁନ୍‌ ଫୋର୍ସ

ପୁରୀ : ନବଦିନାତ୍ମକ ଯାତ୍ରାରେ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା ଦାୟିତ୍ୱରେ ରହିବେ । ଏଥିପାଇଁ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ହୋଇଛି
Read More...

ବୋମା ବିସ୍ଫୋରଣରେ ଜଣେ ଗୁରୁତର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥି ଗାଁରେ ଜଣେ ବ୍ୟକ୍ତି ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଅପରାହ୍ନ ଚାରିଟା ସମୟରେ ଉକ୍ତ ଗ୍ରାମର ହେମସାଗର ସାହୁ (୩୫) ଶୌଚ କରିବା
Read More...

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ(ଯୁକ୍ତ୨) କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା ବିଭାଗରେ ୨ଲକ୍ଷ ୩୦ହଜାର ୫୪୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରୁ ୧ ଲକ୍ଷ ୮୧ ହଜାର ୮୬୯ ଜଣ
Read More...

ଅଜଣା ଗାଡି ଧକ୍କାରେ ୨ ଗୁରୁତର

ନୂଆଗାଁ : ନୟାଗଡ ଜିଲ୍ଲା ଜାତୀୟ ରାଜପଥ ୫୭ ଆଛୁପଡା ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି । ସୂଚନା ମୁତବକ ଆଜି ଅଛୁପଡା ନିକଟରେ ଭୁବନେଶ୍ୱର ଭରତପୁରର ଦୁଇ ଜଣ ଗୋଟିଏ ସ୍କୁଟିରେ ଦଶପଲ୍ଲା ଯାଉଥିବା ସମୟରେ ଅଛୁପଡା ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମରିଥିଲା । ଘଟଣା
Read More...

ଚୁଆରେ ବୁଡ଼ି ଯୁବକ ମୃତ

ବାଲିଗୁଡ଼ା: ଗୋଧୋଇବାକୁ ଯାଇଥିବା ବେଳେ ଅଘଟଣ । ଚୁଆରେ ବୁଡ଼ି ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ରୁତୁଙ୍ଗିଆ ଗ୍ରାମ ପଞ୍ଚାୟତର ଉହାକିଆ ଗ୍ରାମର କଞ୍ଚା ମଳିକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଗତକାଲି ସନ୍ଧ୍ୟା ସମୟରେ
Read More...

ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି

ପୁରୀ : ସ୍ନାନ ପୂର୍ଣ୍ଣିମା ପରଦିନ ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଅଣସର ବିଧି । ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱର ରୋଗରେ ପୀଡିତ । ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଚାଲିଛି ସେବାପୂଜା ଓ ଉପଚାର । ଦଇତାପତି ଓ ପତିମହାପାତ୍ର ସେବକ
Read More...

ଗାଧୋଇବା ବେଳେ ପୋଖୋରିରେ ବୁଡ଼ି ଦୁଇ ମହିଳା ମୃତ, ଗାଁରେ ଶୋକାକୁଳ ପରିବେଶ

ଘୁ ଉଦୟଗିରି: ସ୍ଥାନୀୟ ବ୍ଲକ ଲିଙ୍ଗାଗଡ଼ ପଞ୍ଚାୟତ, କୁତୁଲୁମ୍ବା ନିକଟରେ ଏକ ନୂତନ ଭାବେ ଖୋଳା ଯାଇଥିବା ପୋଖୋରିରେ ବୁଡ଼ି ୨ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ମହିଳା ମାନେ ହେଲେ କୁର୍ମୁଣି ପ୍ରଧାନ, ବୟସ ୫୭ ସ୍ୱାମୀ ବଳଦେବ ପ୍ରଧାନ ସର୍ଶମହା ସାହି ଓ ସୂର୍ଯ୍ୟକାନ୍ତୀ
Read More...

ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ଗୋଷାଣୀ ବ୍ଲକଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ପରିସରରେ ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ସଚେତନତା ସଭା ଜିଲ୍ଲା
Read More...

ବାଇକ୍‌-ସ୍କୁଟି ମୁହାଁମୁହିଁ, ଯୁବତୀ ମୃତ

ପୁରୀ : ପୁରୀରେ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଗୋଟିଏ ବାଇକ ସହ ସ୍କୁଟି ଧକ୍କା ହେବା ଫଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ବାଙ୍କୀମୁହାଣ ରୋଡ୍‌ରେ ଘଟିଛି । ସ୍କୁଟିରେ ଥିଲେ ଦୁଇଜଣ ଯୁବତୀ । ବାଇକ୍‌
Read More...

ଜଳ ସମସ୍ୟା ନେଇ ବିଡ଼ିଓଙ୍କ ଦ୍ୱାରସ୍ଥ ହେଲେ ଟେମରା ହଂସପଡାବାସୀ

କୋକସରା:କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଗ୍ରାମର ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ଓ ଗ୍ରାମବାସୀ ବୁଧବାର ଜଳ ସମସ୍ୟା ନେଇ କୋକସରା ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇ ସମସ୍ୟାର ଶିଘ୍ର ସମାଧାନ କରିବା ପାଇଁ ଗୁହାରୀ କରିଛନ୍ତି ।ସୂଚନା ଅନୁସାରେ, ହଂସପଡା ଗାଁରେ ପ୍ରାୟ ୧
Read More...