ସରକାରୀ ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କୁ ପ୍ରକୃତି ମିତ୍ର ପୁରସ୍କାର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଗଟାଙ୍ଗି ସରକାରୀ ଆଶ୍ରମ ବିଦ୍ୟାଳୟ । ଏହି ବିଦ୍ୟାଳୟରେ କାର୍ଯ୍ୟରତ ପ୍ରକୃତି ପ୍ରେମୀ ସହକାରୀ ଶିକ୍ଷକ ତୀର୍ଥବାସୀ ଘଡ଼ାଇ । ତାଙ୍କ ନେତୃତ୍ୱରେ ବିଦ୍ୟାଳୟରେ ଫୁଲ ବଗିଚା, ଔଷଧ ବଗିଚା, କିଚେନ ଗାର୍ଡେନ,
Read More...

ଭରୁଆମୁଣ୍ଡା ପଞ୍ଚାୟତ ହାଇସ୍କୁଲକୁ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ

ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଭରୁଆମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର ମିଳିଥିବା ଜଣାପଡ଼ିଛି । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଲୋକସେବା ଭବନ ଠାରେ ପରିବେଶ ଦିବସ ପାଳନ ଅବସରରେ
Read More...

ନାବାଳିକାକୁ ବଳତ୍କାର ଉଦ୍ୟମ ଅଭିଯୋଗ,ଅଭିଯୁକ୍ତ ଗିରଫ

ବାଲିଗୁଡା: କୋଟଗଡ଼ ଥାନାରେ ଜଣେ ୧୧ ବର୍ଷର ନାବାଳିକାକୁ ବଳତ୍କାର କରିଥିବା ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନାରୁ ପ୍ରକାଶ ଯେ କୋଟଗଡ ଥାନା ଅନ୍ତର୍ଗତ ପକାରି ପଂଚାୟତରେ ଜଣେ ନାବାଳିକା ତାଙ୍କ ଘରେ ଟିଭି ଦେଖିବା ସମୟରେ ଜଣେ ଯୁବକ
Read More...

ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ସୋମବାର
Read More...

ରକ୍ତ ଦାନ କରି ଜୀବନ ରକ୍ଷା କଲେ ଶାଶ୍ୱତ

ସୁବର୍ଣ୍ଣପୁର : କୁହାଯାଏ ରକ୍ତ ଦାନ ଏକ ମହତ୍‌ ଦାନ । ରକ୍ତ ଅଭାବରେ ବହୁ ସମୟରେ ଜୀବନ ଯିବାର ମଧ୍ୟ ନଜିର ରହିଛି , ମାତ୍ର କିଛି ବିରଳ ରକ୍ତ ଦାତାଙ୍କ ପ୍ରଚେଷ୍ଟାରେ ରୋଗୀଙ୍କୁ ରକ୍ତ ଦାନ କରି ଉଦାହରଣ ସୃଷ୍ଟି କରୁଥିବା ବ୍ୟକ୍ତି ମଧ୍ୟରେ ବିନିକା ବ୍ଲକ୍‌ ଅନ୍ତର୍ଗତ ପଲସାପାଲି ଗ୍ରାମର
Read More...

ମୃତକଙ୍କ ପରିବାରକୁ ସହାୟତା

ପୁରୀ : ଗତକାଲି ଓମକାରେଶ୍ୱର ମନ୍ଦିର ନିକଟରେ ଦୁର୍ଘଟଣା ଘଟଣାରେ ରାକେଶ କୁମାର ନନ୍ଦ ନାମକ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ସଦର ତହସିଲଦାର କ୍ଷୀରୋଦ କୁମାର ବେହେରା ଆଜି ଜିଲ୍ଲା ରେଡ଼କ୍ରସ ଶାଖା ପକ୍ଷରୁ ମୃତକ ରାକେଶଙ୍କ ପିତା ହରିହର
Read More...

ହରଭଙ୍ଗା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ,ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟକ୍ଷମ ପାଇଁ…

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଦିନ ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ପରିଷଦ ବୈଠକ ବ୍ଲକର ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତ ରାଜ ଓ
Read More...

ମଧ୍ୟାହ୍ନ ଭୋଜନ ପାଚିକା /ସହାୟିକା ୟୁନିୟନର ଜିଲ୍ଲା ସମ୍ମିଳନୀ

ଦଶପଲ୍ଲା : କେନ୍ଦ୍ରୀୟ ଶ୍ରମିକ ସଂଗଠନ ସିଆଇଟିୟୁ ସହ ବନ୍ଧିତ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା/ସହାୟିକା ସଂଘର ନୟାଗଡ଼ ଜିଲ୍ଲା ସମ୍ମିଳନୀ ଦଶପଲ୍ଲାଠାରେ ଅନୁଷ୍ଠିତ ହୋଇ ।ଇଛି । ଜିଲ୍ଲାର ସମସ୍ତ ବ୍ଲକରୁ ଶତାଧିକ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ ।ସମ୍ମିଳନୀର
Read More...

ଜାଗା ମିଶନ ଯୋଜନାରେ ଜମି ପଟ୍ଟା ବଣ୍ଟନ କଲେ ପାଟଣାଗଡ ବିଧାୟକ

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହରରେ ଥିବା ଗରିବ ଲୋକମାନେ ବନ୍ଧ ହିଡରେ ଘର ନିର୍ମାଣ କରି ରହିଆସୁଥିବା ବେଳେ ସେମାନଙ୍କୁ ସ୍ଥାୟୀ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜାଗା ମିଶନ ଯୋଜନାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଦ୍ୱାରା ପାଟଣାଗଡ଼ ସହରର ୨୧୬ ଜଣକୁ ଜମି ପଟ୍ଟା
Read More...

ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଶିବିର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଠାରେ ରାଷ୍ଟ୍ରୀୟ ଗୋକୁଳ ମିଶନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ଆନୁକୁଲ୍ୟରେ ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ପ୍ରାଣୀ ଚିକିତ୍ସା କାର୍ଯ୍ୟଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ ଗୋ-ବନ୍ଧ୍ୟା ନିରାକରଣ ଚିକିତ୍ସା ଶିବିର ଓ ସଚେତନତା ସଭା
Read More...