ଭାରସାମ୍ୟ ହରାଇ ଓଲଟିଲା ପାଇପ ବୋଝେଇ ଟ୍ରଲର
ହରଭଙ୍ଗା :ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ପୁରୁଣାକଟକ ଥାନା ଆଡେଣିଗଡ଼ ଫାଣ୍ଡି ଅଧିନସ୍ଥ ମାଧପୁର ନିକଟରେ ଏକ ଲୁହା ପାଇପ ବୋଝେଇ ଟ୍ରଲର ଓଲଟି ପଡିଥିବାର ଦେଖିବାକୁ ମିଳିଛି । ସୂଚନା ମତେ ଉକ୍ତ ଟ୍ରଲରଟି ଭୁବନେଶ୍ୱରରୁ ବୌଦ୍ଧ ଅଭିମୁଖେ ଯାଉଥିବା ବେଳେ ମାଧପୁର ନିକଟରେ ଭାରସାମ୍ୟ!-->…
Read More...
Read More...