ଉଠା ଜଳସେଚନ ପାଇଁ ଦାବି

ଖଡ଼ିଆଳ: ନୂଆପଡା ଜିଲ୍ଲାର ପ୍ରମୂଖ ଜଳସେଚନ ପ୍ରକଳ୍ପ ହେଉଛି ତିଖାଲି ଡ୍ୟାମ । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତର ତିଖାଲି ଗ୍ରାମ ଅନୁସାରେ ଏହାର ନାମକରଣ ହୋଇଛି । ଏହି ଡ୍ୟାମ ତିଆରି ପାଇଁ ଅଦ୍ୟାବଧି ଏକୋଇଶ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଣି ୩ଶହ କୋଟି
Read More...

ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ ଘଟଣା,ଚାରିଦିନ ପରେ ଡାହୁକା ନଦୀପଠାରୁ ମିଳିଲା ମୃତଦେହ

ନୂଆଗାଁ : ଦୀର୍ଘ ଚାରି ଦିନ ପରେ ଆଜି ମିଳିଲା ବୃଦ୍ଧାଙ୍କ ମୃତଦେହ । ଆଜି ଅପରାହ୍ନ ୪ ଘଣ୍ଟିକା ସମୟରେ ପରିବାର ଖୋଜା ଖୋଜି କରୁଥିବା ବେଳେ ଡାହୁକା ନଦୀ ପଠାରେ ଥିବା ଏକ ଜୁଣ ବୁଦା ମୂଳରେ ବୃଦ୍ଧାଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଗତ ସୋମବାର ପୂର୍ବାହ୍ନରେ
Read More...

ଏହି ସମୟରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

ଭୁବନେଶ୍ୱର : ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ପାଇଁ ଆଜି ତା ୨.୬.୨୦୨୩ ଶୁକ୍ରବାର ଜ୍ୟେଷ୍ଠ- ଶୁକ୍ଳ ତ୍ରୟୋଦଶୀ ତିଥି ଆପାତତଃ ରାତ୍ର ଘ.୧୦.୦୦ ଟିକା ଠାରୁ ଆସନ୍ତାକାଲି ୩.୬.୨୦୨୩ (ଶନିବାର) ଅପରାହ୍ନ ଘ.୨.୦୦ ଟିକା ପର୍ଯ୍ୟନ୍ତ
Read More...

ମାତୃ ମିଲେଟ୍ସ କାର୍ଯ୍ୟକ୍ରମ ପାଳିତ

ନନ୍ଦାହାଣ୍ଡି,୨/୬- ବିଶ୍ୱ ଜାତିସଂଘରେ ଭାରତର ଅନୁରୋଧ କ୍ରମେ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ସ୍‌ ବର୍ଷ ରୂପେ ଘୋଷଣା କରାଯାଇଛି । ମିଲେଟ୍ସ୍‌ ଉତ୍ପାଦନରେ ଭାରତ ସକ୍ଷମ ହୋଇ ରପ୍ତାନୀ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ପଞ୍ଚମ ବୃହତ୍‌ ରାଷ୍ଟ୍ର ରୂପେ ମାନ୍ୟତା ହାସଲ କରିପାରିଛି । ମିଲେଟ୍ସ
Read More...

୫୭ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହ ମଇଁଷିର ମୃତ୍ୟୁ

ହରଭଙ୍ଗା,୨/୬- ଗ୍ରାଣ୍ଡ ନାମକ ଏକ ରାତ୍ରି ଯାତ୍ରୀବାହି ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଫାଣ୍ଡି ରଙ୍ଗମାଟିଆ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ କଟକରୁ
Read More...

ରଥ ଖଳା ଚଳଚଞ୍ଚଳ : ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ପ୍ରବଳ ଗୁଳୁଗୁଳି ଗରମକୁ ଖାତିର ନ କରି ମହାପ୍ରଭୁଙ୍କ ରଥ ନିର୍ମାଣରେ ଲାଗିଛନ୍ତି ରଥ ନିର୍ମାଣକାରୀ ସେବକ ।ଗତକାଲି ସୁଦ୍ଧା ତିନିରଥର ପୋଲ ଗୟଳ ଏବଂ ଛନ୍ଦା ଗୟଳ ପଡିଥିଲା । ଆଜି ତିନିରଥର ମୋଟ ୪୪ ଗୋଟି 'ଯୋଖା' ଫିଟିଙ୍ଗ କରାଯାଇ ଅଛି । ତାଳଧ୍ୱଜ ରଥରେ ୧୬ ଟି, ଦର୍ପଦଳନ ରଥରେ ୧୨
Read More...

ସୁବର୍ଣ୍ଣପୁର ଜିଲ୍ଲାପାଳ ହେଲେ ବିମଳେନ୍ଦୁ ରାୟ

ସୋନପୁର: ସୁବର୍ଣ୍ଣପୁରର ନୂତନ ଜିଲ୍ଲାପାଳ ଭାବେ ଆଜି ରାଜ୍ୟ ଯିଏ ବିଭାଗ ପକ୍ଷରୁ ଏକ ନିଯୁକ୍ତି ପ୍ରକାଶ ପାଇଛି । ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିମଳେନ୍ଦୁ ରାୟ (ଓଏଏସ ସିନିଅର)ଙ୍କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଭାବେ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି
Read More...

ଜଙ୍ଗଲରୁ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ, ପୋଲିସକୁ ଦେଖି ମାଫିଆ ଚମ୍ପଟ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାରେ ବେଆଇନ୍‌ ଗଞ୍ଜେଇ ଚୋରା ଚାଲାଣ ଥମିବାର ନାଁ ନେଉନି । ବାଲିଗୁଡ଼ା ଥାନା ଅଞ୍ଚଳରେ ଚୋରା ଚାଲାଣକୁ ରୋକିବା,ବେଆଇନ୍‌ ଗଞ୍ଜେଇ ଜବତ କରିବା ସହ ମାଫିଆଙ୍କୁ ଗିରଫ କରିବାକୁ ଅଣ୍ଟା ଭିଡ଼ିଛି ପୋଲିସ୍‌ । ପୁଣି ଥରେ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ କରିଛି
Read More...

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ
Read More...

ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ବଳଭଦ୍ର ଦାଶ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଇଂରାଜୀ ଅଧ୍ୟାପକ ବଳଭଦ୍ର ଦାଶ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଇ ଅବସରରେ ବିଦାୟୀ ଅଧ୍ୟକ୍ଷ ପ୍ରମୋଦ ପାଣି ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ ଅଧ୍ୟାପିକା ମଧୁମିତା
Read More...