ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ପାଳନ
ଘୁ ଉଦୟଗିରି: ଟିକାବାଲି ବ୍ଲକ ପିକରଡ଼ି ପଞ୍ଚାୟତର ପାଟାପଦର ଗ୍ରାମରେ ବ୍ଲକସ୍ତରୀୟ କୃଷକ ଦିବସ "ଅକ୍ଷୟ ତୃତୀୟା' ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଟିକାବାଲି ସରପଞ୍ଚ କୁନ୍ଦୁରୁ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ଥିଲେ । ଏହାଛଡ଼ା ଅନ୍ୟ ଅତିଥି ମଧ୍ୟରେ ଗଦଗୁଡା ସରପଞ୍ଚ!-->…
Read More...
Read More...