ଉପରାଷ୍ଟ୍ରପତି ନିର୍ବାଚନ ; ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଦେଶର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ମତଦାନ ଅନୁଷ୍ଠିତ ହେଉଛି। ଭୋଟଦାନ ପ୍ରକ୍ରିୟା ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୧୦ଟାରେ ପ୍ରଥମେ ଭୋଟ ଦେଇଛନ୍ତି। ଭୋଟଦାନ ଆରମ୍ଭ ହେବା ପୂର୍ବରୁ!-->…
Read More...
Read More...