ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଶ୍ରୀମନ୍ଦିରରୁ ହିଡେନ କ୍ୟାମେରା ଜବତ ଓ ନକଲି ସେବାୟତ ଅଟକ
ପୁରୀ: ପୁଣି ଶ୍ରୀମନ୍ଦିର ଭିତରୁ ଜବତ ହେଲା ହିଡେନ କ୍ୟାମେରା । ହିଡେନ କ୍ୟାମେରା ପିନ୍ଧିଥିବା ଗୁଜୁରାଟ ଅହମଦାବାଦର ଭକ୍ତ ଭରତ ପାଣ୍ଡିଆ ଶ୍ରୀମନ୍ଦିରର ଜଗମୋହନରେ ଧରାପଡିଲେ। ଭରତ ପାଣ୍ଡିଆ ଶ୍ରୀମନ୍ଦିର ଡ୍ୟୁଟିରେ ଥିବା ଜଣେ ସହକାରୀ କମାଣ୍ଡାଣ୍ଟଙ୍କ ସମ୍ପର୍କୀୟ ହୋଇଥିବାରୁ ଜଣେ ସିପାହୀ!-->…
Read More...
Read More...