ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀ ସ୍ୱାସ୍ଥ୍ୟ ଶିବିର

ହରଭଙ୍ଗା:ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ହରଭଙ୍ଗା ବ୍ଲକ ଧଳପୁର ଗ୍ରାମରେ ଏକ ଗୋ-ବନ୍ଧ୍ୟା ସମ୍ପର୍କିତ ଆଲୋଚନା ଚକ୍ର ଓ ପ୍ରାଣୀଚିକିତ୍ସା ଶିବିର ଆୟୋଜନ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା କର୍ମଶାଳା ଆୟୋଜିତ ହୋଇଥିଲା । ଏହି ଚିକିତ୍ସା ଶିବିରରେ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ
Read More...

ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା , ଦୁଇ ଚାଳକ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାରଖମା ଫାଣ୍ଡି ନିକଟସ୍ଥ ମେଗା ୱାଟର ପ୍ରୋଜେକ୍ଟ ପ୍ରକଳ୍ପ ସମ୍ମୁଖରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଉଭୟ ମୋଟରସାଇକେଲର ଆରୋହୀ ଗୁରୁତର ଆହତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଲୋକେ ଓ ପୋଲିସ୍‌
Read More...

ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିବା ସହ ସେମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ହସ୍ତକ୍ଷେପ କରିବା ତଥା ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ
Read More...

ଉଦ୍ଧାର ନବଜାତ ଶିଶୁପୁତ୍ରକୁ ଦମ୍ପତିଙ୍କଠାରୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ

ପାଟଣାଗଡ଼ : କେସିଙ୍ଗା ରେଲୱେ ଷ୍ଟେସନରୁ ଦମ୍ପତିଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଏକ ନବଜାତ ଶିଶୁ ପୁତ୍ରକୁ ପୁଲିସର ସହାୟତା ନେଇ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ନେଇଛି । ଶିଶୁ ପୁତ୍ରକୁ ନେବା ପରେ ବଲାଙ୍ଗୀର ଭୀମ ଭୋଇ ଏସଏନସିୟୁରେ ଚିକିତ୍ସା ପରେ
Read More...

ଇକୋ କ୍ଲବ ଶିକ୍ଷକ ମାନଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ସ୍ଥିତ ନର୍ସରୀଠାରେ ଜିଲ୍ଲାର ୫୦ ଗୋଟି ଇକୋ କ୍ଲବ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ନୋଡାଲ ଅଫିସର ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ପ୍ରଥମେ ଅତିଥି ମାନଙ୍କୁ
Read More...

ପ୍ରତିଶ୍ରୁତି ପୂରଣ କଲେ ବ୍ରହ୍ମପୁର ସାଂସଦ, ଛାତ୍ରୀଙ୍କ ଲାଗି ୩୦୦ ଟେବୁଲଚେୟାର ପ୍ରଦାନ କଲେ

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଗତମାସ ଫେବୃୟାରୀ ୨୮ତାରିଖ ଦିନ ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଲାଗି
Read More...

ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ତିନି ଦଫା ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି : ଆଜି ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ଜନସାଧାରଣଙ୍କ ସର୍ବନିମ୍ନ ଆବଶ୍ୟକତା ସ୍ୱଚ୍ଛ ପାନୀୟ ଜଳ, କିଶୋରୀ ବାଳିକା ମାନଙ୍କର ପୁଷ୍ଟିଯୁକ୍ତ ଖାଦ୍ୟ, ଶିଶୁ କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତି ମା ମାନଙ୍କର ବଞ୍ଚିବାର ଅଧିକାରକୁ ସୁନିଶ୍ଚିତ କରିବା ନିମନ୍ତେ ଏକ ତିନି
Read More...

ତିଲେଶ୍ୱର ସମବାୟ ସମିତି ଲିଃ ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଳେଶ୍ୱର ସେବା ସମବାୟ ସମିତି ଲିଃରେ ବ୍ୟାଙ୍କିଙ୍ଗ କର୍ମଶାଳା ଓ କୃଷି ଋଣ ମେଳା ସ୍ଥାନୀୟ ବୁରୁବୁଡା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପ୍ୟାକ୍ସ ସଭାପତି ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ରାଷ୍ଟ୍ରୀୟ ନବ ବର୍ଷ ପାଳିତ

ଫୁଲବାଣୀ :ଭାରତୀୟ ସଂସ୍କୃତି ପରମ୍ପରା ଆଧାରରେ ଚୈତ୍ର ଶୁକ୍ଳ ପ୍ରତିପଦା ଦିନ ରାଷ୍ଟ୍ରୀୟ ନବ ବର୍ଷ ପଡିଥାଏ । ଏହି ଦିନ ବ୍ରହ୍ମାଙ୍କ କାଳ ଗଣନା ଆରମ୍ଭ, ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ପ୍ରଭୁ ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ, ବିକ୍ରମ ସମ୍ବତ ଆରମ୍ଭ, ଯୁଗାବ୍ଦ ଆରମ୍ଭ, ଶକାବ୍ଦ ପ୍ରଚଳନ,
Read More...

ଆର୍‌ଏ୍‌ସଏସ ପକ୍ଷରୁ ପଥ ସଞ୍ଚଳନ ଓ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ

ବୌଦ୍ଧ: ରାଷ୍ଟ୍ରୀୟ ନବ ବର୍ଷ ଉପଲକ୍ଷେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବୌଦ୍ଧ ଜିଲ୍ଲା ପକ୍ଷରୁ ସ୍ଥାନୀୟ କଚେରୀ ପଡିଆଠାରେ ଶାରୀରିକ ପ୍ରଧାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନିକଟସ୍ଥ ପଡ଼ିଆରେ ଜିଲ୍ଲାର
Read More...