୭୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ଅଟୋ ଜବତ
ଫୁଲବାଣୀ : କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନେତୃତ୍ୱରେ ପୋଲିସ ଟିମ ସୋମବାର ଲାଦରିଗାଁ ଘାଟିରେ ଚଢ଼ାଉ କରି ୭୫ କେଜିରୁ ଉର୍ଦ୍ଧ୍ୱ ଗଂଜେଇ ସହ ଏକ ଅଟୋ ରିକ୍ସା ମଧ୍ୟ ଜବତ କରିଛି । ଏହି ସଂକ୍ରାନ୍ତରେ!-->…
Read More...
Read More...